ଦୁନିଆର ସବୁଠୁ କୁନି ଲାପଟପ

Spread the love
  •  
  •  
  •  
  •  
  •  

ନୂଆଦିଲ୍ଲୀ, ୪/୮(ସନ୍ଧାନ ନିଉଜ): କଣ ଆପଣ କେବେ ଦୁନିଆର ସବୁଠାରୁ ଛୋଟ ଲାପଟପ ଦେଖିଛନ୍ତି କି ? ଯଦି ନା, ତାହେଲେ ଦେଖନ୍ତୁ ଏହି ଲାପଟପକୁ । ଏହି ଲାପଟପକୁ ପ୍ରସ୍ତୁତ କରିବା ପାଇଁ ଲାଗିଥିଲା ସାତ ଦିନ ଏବଂ ଏଥିରେ ସମୁଦାୟ ୮୫ ଡଲାର ବା ଛଅ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା ।ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): କଣ ଆପଣ କେବେ ଦୁନିଆର ସବୁଠାରୁ ଛୋଟ ଲାପଟପ ଦେଖିଛନ୍ତି କି ? ଯଦି ନା, ତାହେଲେ ଦେଖନ୍ତୁ ଏହି ଲାପଟପକୁ । ଏହି ଲାପଟପକୁ ପ୍ରସ୍ତୁତ କରିବା ପାଇଁ ଲାଗିଥିଲା ସାତ ଦିନ ଏବଂ ଏଥିରେ ସମୁଦାୟ ୮୫ ଡଲାର ବା ଛଅ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା ।

ଆମେରିକାର ପୋଲ କ୍ଳିଙ୍ଗର ନାମକ ଜଣେ ଆଇଟି ଇଂଜିନିୟର ଏହି ଲାପଟପକୁ ବନାଇଥିଲେ । ଯାହାକୁ ବିଶ୍ଵର ସବୁଠାରୁ ଛୋଟ ଲାପଟପ ବୋଲି କୁହାଯାଉଛି । ଏହି ସ୍ୱତନ୍ତ୍ର ଲାପଟପର ସ୍କ୍ରିନ ଏକ ଇଞ୍ଚର ଅଟେ ଏବଂ ଏହାର ଡିସପ୍ଲେ ହେଉଛି ୦.୯୬ ସେଣ୍ଟିମିଟର । ଉଦ୍ଭାବକ ଲେନୋଭୋର ଥିଙ୍କପ୍ୟାଡ଼ର ନାମାନୁସାରେ ଏହାର ନାମ ରଖିଛନ୍ତି ‘ଥିଙ୍କ ଟିନି’ । ଯେକୌଣସି ସାଧାରଣ ଲାପଟପ ଭଳି ଏହି ଛୋଟ ଲାପଟପରେ ମଧ୍ୟ ସମସ୍ତ ସୁଇଚ ଦିଆଯାଇଛି । ଏହାସହିତ ଏଥିରେ ୩୦୦ ଏମଏଏଚର ବ୍ୟାଟେରୀ ଲଗାଯାଇଛି ଯାହାକୁ ଚାର୍ଜ ମଧ୍ୟ କରାଯାଇପାରିବ ।

Related Posts

About The Author

Add Comment