ଚିଲିକା ର ମାନ୍ୟବର ବିଧାୟକ ନୂତନ ପ୍ରାଚୀର ନିର୍ମାଣ ପାଇଁ ଶୁଭ ଆରମ୍ଭ କଲେ

Spread the love

ଖୋର୍ଦ୍ଧା :୩୧/୧/୨୦୨୧(ସନ୍ଧାନ ନିଉଜ/ ବୁଦ୍ଧିରାମ ସାହୁ): ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ଅନ୍ତର୍ଗତ ସାନନଈରୀ ଗ୍ରାମ ରେ ମାନ୍ୟବର ବିଧାୟକ ଚିଲିକା ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ଖୋର୍ଦ୍ଧା ଶ୍ରୀ ପ୍ରଶାନ୍ତ କୁମାର ଜଗଦ୍ଦେବ ଙ୍କ ଦ୍ଵାରା ନଈରୀ ପଞ୍ଚାୟତ ର ଆପର୍ତ୍ତି ଉଚ୍ଚ ବିଦ୍ୟାଳୟ ର ନୂତନ ଗୃହର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ଓ ମା କାଳିଜାଇ ଷ୍ପୋଟିଙ୍ଗ କ୍ଳବର ଫୁଟୁବଲ ଷ୍ଟାଡିୟମ ରେ ନୂତନ ପାଚେରୀ ନିର୍ମାଣର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା।

Related Posts

About The Author

Add Comment