ଚାଷ ର ଆରମ୍ଭରୁ ଦନ୍ତା ହାତୀର ଆଗମନ, ବନ୍ ବିଭାଗ ଦେଲା ସତର୍କ ସୂଚନା

Spread the love

ସୁନ୍ଦରଗଡ ତା:୨୨/୭/୨୦୨୬(ସନ୍ଧାନ ନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ଏକ ସବୁଜ ବନରେ ପରିପୂର୍ଣ ଅଞ୍ଚଳ ।ଅଞ୍ଚଳ ଲୋକେ ବର୍ଷା ସମୟରେ ଚାଷ କାର୍ଯ୍ୟରେ ନିଜକୁ ନିୟୋଜିତ କରୁଥିବା ବେଳେ ହାତୀଙ୍କ ଆଗମନ ଲୋକଙ୍କ ମନରେ ଆତଙ୍କ ଖେଳାଇଦେଇଛି ।ସୂଚନା ଅନୁସାରେ ଲାକ୍ରାକାନି ଗ୍ରାମରେ ଦନ୍ତା ହାତୀର ଉପସ୍ଥିତି ରହିଥିବା ବନ୍ ବିଭାଗ ସୂତ୍ରରୁ ଜଣାପଡିଛି । ଯେପରି ଦନ୍ତା ହାତୀ ଗର୍ଜନ କରି ନିଜର ପତିଆରା ଜାହିର କରୁଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ବନ ବିଭାଗ ପକ୍ଷରୁ ସତର୍କ ସୂଚନା ଦେବା ସହିତ ଲୋକଙ୍କୁ ସଚେତନ କରାଉଥିବା ସୂଚନା ମିଳିଛି ।

Related Posts

About The Author

Add Comment