Homeଜିଲ୍ଲା ପରିକ୍ରମାଭଦ୍ରକଚନ୍ଦ୍ରଭାଗାରେ ବୁଡି ଯୁବକ ମୃତ ଚନ୍ଦ୍ରଭାଗାରେ ବୁଡି ଯୁବକ ମୃତ Sandhan News | November 24, 2019 | Spread the love କୋଣାର୍କ, ୨୪/୧୧ (ସନ୍ଧାନ ନିଉଜ) : ଚନ୍ଦ୍ରଭାଗା ସମୁଦ୍ର କୂଳରେ ବୁଡ଼ି ରବିବାର ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଯୁବକ ଜଣଙ୍କ ନିଆଳି ଅଞ୍ଚଳର ହୋଇଥିବାବେଳେ ତାଙ୍କର ନାମ ସୌରଜିତ ରାଉତ। ସୌରଜିତ ଚନ୍ଦ୍ରଭାଗାକୁ ବୁଲିବା ପାଇଁ ଆସି ଗାଧୋଉଥିବା ସମୟରେ ବୁଡ଼ି ଯାଇଥିବା ସୂଚନା ମିଳିଛି। Related Posts ବିଶ୍ଵ ସାଇକଲ ଦିବସ ପାଳିତ June 7, 2022 | Sandhan News | ଅଧିକ ପଢନ୍ତୁ ଫାଣ୍ଡି ଅଧିକାରୀଙ୍କୁ ତୀର ବିନ୍ଧିଦେଲେ ଚୋରା ମଦ ବେପାରୀ, ଗୁରୁତର ପୋଲିସ ବାବୁ ଡାକ୍ତରଖାନାରେ January 6, 2021 | 2005lindadavis1989 | ଅଧିକ ପଢନ୍ତୁ ଚିଟାଗଙ୍ଗରେ ଅବତରଣ କଲା ଅପହରଣ ଉଦ୍ୟମ କରାଯାଉଥିବା ଯାତ୍ରୀବାହୀ ବିମାନ February 24, 2019 | Sandhan News | ଅଧିକ ପଢନ୍ତୁ ରାଜ୍ୟ ରାଜପଥ ୨୪ରେ ଟ୍ରଲର ଗାଡ଼ିର ସୁଅରେ କ୍ରମାଗତ ଦୁର୍ଘଟଣା, ଆରଟିଓ ଓ ପ୍ରଶାସନ ର ଖାମଖିଆଲି ମନୋଭାବ November 7, 2024 | Hemanta Bhainsa | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ଫାଣ୍ଡି ଅଧିକାରୀଙ୍କୁ ତୀର ବିନ୍ଧିଦେଲେ ଚୋରା ମଦ ବେପାରୀ, ଗୁରୁତର ପୋଲିସ ବାବୁ ଡାକ୍ତରଖାନାରେ January 6, 2021 | 2005lindadavis1989 | ଅଧିକ ପଢନ୍ତୁ
ଚିଟାଗଙ୍ଗରେ ଅବତରଣ କଲା ଅପହରଣ ଉଦ୍ୟମ କରାଯାଉଥିବା ଯାତ୍ରୀବାହୀ ବିମାନ February 24, 2019 | Sandhan News | ଅଧିକ ପଢନ୍ତୁ
ରାଜ୍ୟ ରାଜପଥ ୨୪ରେ ଟ୍ରଲର ଗାଡ଼ିର ସୁଅରେ କ୍ରମାଗତ ଦୁର୍ଘଟଣା, ଆରଟିଓ ଓ ପ୍ରଶାସନ ର ଖାମଖିଆଲି ମନୋଭାବ November 7, 2024 | Hemanta Bhainsa | ଅଧିକ ପଢନ୍ତୁ