Homeଜିଲ୍ଲା ପରିକ୍ରମାମୟୁରଭଞ୍ଜଗଣଦୁଷ୍କର୍ମର ଶିକାର ହେଲେ ମହିଳା ଗଣଦୁଷ୍କର୍ମର ଶିକାର ହେଲେ ମହିଳା Manas Kumar Rout | January 9, 2021 | Spread the love ମୟୁରଭଞ୍ଜ, 09/01.(ସନ୍ଧାନ ନ୍ୟୁଜ) ଗଣଦୁଷ୍କର୍ମର ଶିକାର ହେଲେ ମହିଳା। ଏପରି ଲଜ୍ଜାଜନକ ଘଟଣାଘଟିଛି ବାରିପଦା ଟାଉନଥାନା ଅଧୀନରେ। ମିଳୁଥିବା ସୂଚନା ଅନୁଯାୟୀ ମହିଳା ଜଣକ ବାରିପଦା ସଦରଥାନା ଅଂଚଳର। ସେ ପ୍ରତେକ ଦିନ କାମ କରିବା ପାଇଁ ବାରିପଦା ଆସିଥାନ୍ତି । ତେବେ ଗତକାଲି ଚାରିଜଣ ଦୁର୍ବୁର୍ତ୍ତ ଏକ ଟାଟାଏସି ଗାଡ଼ିରେ ମହିଳାଙ୍କୁ ନେଇ ଦୁଷ୍କର୍ମ କରିଥିଲେ। ତେବେ ଗଣଦୁଷ୍କର୍ମର ଶିକାର ହୋଇ ପିଡିତା ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଟାଉନଥାନା ପୋଲିସ 04 ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ଏନେଇ ଥାନାରେ 28/21 ନଂରେ ଏକ ମାମଲା ରଜ୍ଜୁ କରାଯାଇ ତଦନ୍ତ ଜାରୀରହିଛି। Related Posts ଭଜନ ସମ୍ରାଟ ଭିକାରୀ ବଳଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ November 9, 2023 | Hemanta Bhainsa | ଅଧିକ ପଢନ୍ତୁ ବିରାଟ ଶୋଭାଯାତ୍ରାରେ ଯାଇ ପାର୍ଥୀ ପତ୍ର ଦାଖଲ କଲେ ଅମର April 3, 2019 | Manas Kumar Rout | ଅଧିକ ପଢନ୍ତୁ ର୍ନିବାଚନ କାର୍ଯ୍ୟସାରି ଫେରୁଥିବା ସମୟରେ ଦୃର୍ଘଟଣାର ଶିକାର ହୋଇଥିବା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମୃତ୍ୟୁ June 2, 2019 | Manas Kumar Rout | ଅଧିକ ପଢନ୍ତୁ ବାବା ବରୁଣେଶ୍ୱର ମେଳା ଆସନ୍ତା ୧୪ ତାରିଖ ଠାରୁ ଅନୁଷ୍ଟିତ ହେବ January 5, 2026 | Manas Kumar Rout | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ର୍ନିବାଚନ କାର୍ଯ୍ୟସାରି ଫେରୁଥିବା ସମୟରେ ଦୃର୍ଘଟଣାର ଶିକାର ହୋଇଥିବା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମୃତ୍ୟୁ June 2, 2019 | Manas Kumar Rout | ଅଧିକ ପଢନ୍ତୁ
ବାବା ବରୁଣେଶ୍ୱର ମେଳା ଆସନ୍ତା ୧୪ ତାରିଖ ଠାରୁ ଅନୁଷ୍ଟିତ ହେବ January 5, 2026 | Manas Kumar Rout | ଅଧିକ ପଢନ୍ତୁ