• About Us
  • Contact Us
  • Recruitment

Sandhan News

WISH YOU ENJOYFULL RATHAJATRA

WISH TO ALL READER AND DEVOTE ON THE EVE OF RATHAJATRA

SANDHANEWS.COM


Menu
  • ଓଡିଶା
  • ଜିଲ୍ଲା
    • ଅନୁଗୁଳ
    • କଟକ
    • ଯାଜପୁର
    • କନ୍ଧମାଳ
    • କଳାହାଣ୍ଡି
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଖୋର୍ଦ୍ଧା
    • କୋରାପୁଟ
    • ଗଞ୍ଜାମ
    • ଗଜପତି
    • ଜଗତସିଂହପୁର
    • ଝାରସୁଗୁଡ଼ା
    • ଢେଙ୍କାନାଳ
    • ଦେବଗଡ଼
    • ନବରଙ୍ଗପୁର
    • ନୟାଗଡ଼
    • ନୂଆପଡ଼ା
    • ପୁରୀ
    • ବରଗଡ଼
    • ବଲାଙ୍ଗୀର
    • ବାଲେଶ୍ବର
    • ବୌଦ୍ଧ
    • ମୟୁରଭଞ୍ଜ
    • ଭଦ୍ରକ
    • ମାଲକାନଗିରି
    • ରାୟଗଡ଼ା
    • ସମ୍ବଲପୁର
    • ସୁନ୍ଦରଗଡ଼
    • ସୁବର୍ଣ୍ଣପୁର
  • ରାଜନୀତି
  • ଜାତୀୟ
  • ଆନ୍ତର୍ଜାତୀୟ
  • ବାଣିଜ୍ୟ
  • ପ୍ରୟାସ
  • ସୀଡ୍
  • ଭିଡ଼ିଓ ଖବର
  • ଇ ପେପର (E Paper)
  • ମନୋରଞ୍ଜନ
  • ଅପରାଧ
  • ସ୍ବାସ୍ଥ୍ୟ
  • ଖେଳ
  • ସହର
    • କଟକ
    • ଭୁବନେଶ୍ୱର
    • ପୁରୀ
    • ବ୍ରହ୍ମପୁର
    • ରାଉରକେଲା
  • ଛବିରେ ଖବର
  • ସାହିତ୍ୟ
    • ଗଳ୍ପ
    • କବିତା
    • ଆମ ସଂସ୍କୃତି, କଳା ଓ ଐତିହ୍ୟ
  • ବ୍ୟକ୍ତିତ୍ବ
    • ବିରଳ ବ୍ୟକ୍ତିତ୍ବ
    • ସାକ୍ଷାତକାର
  • ଆପଣଙ୍କ ରିପୋର୍ଟ
  • ରାଶିଫଳ
  • ଆମ ପର୍ବ ପର୍ବାଣୀ
    • ପଣା ସଂକ୍ରାନ୍ତି
    • ଆମ ପିଠାପଣା
  • ଆମ ଐତିହ
  • SANDHAN LIVE TV
ତାଜା ଖବର
  • ଯଖପୁରା ସ୍ୱାସ୍ଥ୍ୟକେନ୍ଦ୍ରରେ ‘ଜନ ଆରୋଗ୍ୟ ସମିତି’ ବୈଠକ: ଡାକ୍ତର ଅଭାବରୁ ଆରମ୍ଭ କରି CSR ପାଣ୍ଠି ପର୍ଯ୍ୟନ୍ତ ଉଠିଲା ଗୁରୁତର ପ୍ରଶ୍ନ
  • ସୁନ୍ଦରଗଡ଼ ଜିଲ୍ଲା ସଦର ନିର୍ବାଚନ ମଣ୍ଡଳୀ ସହିତ ତଳସରା ନିର୍ବାଚନ ମଣ୍ଡଳୀ ମଦରେ ଭାସୁଛି
  • ଅବସର ପ୍ରାପ୍ତ ଆଦର୍ଶ ଶିକ୍ଷକଙ୍କ ବିୟୋଗରେ ବିଧାୟିକାଙ୍କ ଶୋକ
  • ଥାଲକୁଡ଼ି ପୂର୍ତ୍ତ ବିଭାଗ ଡାକବଙ୍ଗଳା ବାଉଁଣ୍ଡରୀ ନିର୍ମାଣରେ ଅନିୟମିତତା ଅଭିଯୋଗ: କାମ ଶେଷ ପୂର୍ବରୁ ଫାଟିଗଲା କାନ୍ଥ, ତଦନ୍ତ ଦାବି
  • ବଡ଼ ବଡ଼ିଆଙ୍କ ପାଇଁ ଟ୍ରାଫିକ ନିୟମ କଡାକଡି ସାଧାରଣ ଲୋକେ ଘଣ୍ଟା ଘଣ୍ଟା ଜାମର ଶିକାର ମଙ୍ଗଳପୁର ବଜାରରେ କେବେ ଦୂର ହେବ ଟ୍ରାଫିକ ସମସ୍ୟା ?
  • ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ
  • ଶେଷ ଯାତ୍ରାରେ ବି ସମସ୍ୟା, ସ୍ଵର୍ଗଦ୍ଵାରର ଜରାଜୀର୍ଣ୍ଣ ଅବସ୍ଥା, ମରାମତି ସହିତ ସ୍ବଚ୍ଛତା ଅଭାବରୁ ବିପଦପୂର୍ଣ୍ଣ ସ୍ଥିତି
  • ନିମ୍ନ ଲିଙ୍କରେ କ୍ଲିକକରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ
  • ପାଳିଆ ବିନ୍ଧା ବାଳିକା ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ମାନେ କେବେ ହେବେ ନିୟମିତ।
  • ବିପଦପୂର୍ଣ୍ଣ ସ୍ଥିତିରେ ରାଜ୍ୟ ରାଜପଥ – ୨୪ ର ଯାତ୍ରୀ ପ୍ରତୀକ୍ଷାଲୟ: ପ୍ରଶାସନର ନିଦ ଭାଙ୍ଗୁଛି କେବେ
Home
ଜିଲ୍ଲା ପରିକ୍ରମା
ଅନୁଗୁଳ
କେମିତି ଚାଲିଛି ମାଟ୍ରିକ୍‌ ପରୀକ୍ଷା? : କେତେକ କେନ୍ଦ୍ରରେ ବେଧଡ଼କ କପି ଯୋଗାଣ, ପାଚେରି ଡେଇଁ କପି ଯେଗାଉଛନ୍ତି ଅଭିଭାବକ

କେମିତି ଚାଲିଛି ମାଟ୍ରିକ୍‌ ପରୀକ୍ଷା? : କେତେକ କେନ୍ଦ୍ରରେ ବେଧଡ଼କ କପି ଯୋଗାଣ, ପାଚେରି ଡେଇଁ କପି ଯେଗାଉଛନ୍ତି ଅଭିଭାବକ

Manas Kumar Rout | February 26, 2019 |
Spread the love
1    
1
Share

 ଭୁବନେଶ୍ୱର,୨୬/୨(ସନ୍ଧାନ ନିଉଜ) କଟକଣା, ନିୟମ, ଗାଇଡ୍‌ଲାଇନ୍‌ କିଛି ବି କାଟୁ କରୁନି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ, ମାଧ୍ୟମିକ ଶିକ୍ଷା ପରିଷଦର ସମସ୍ତ ଉଦ୍ୟମ ବିଫଳ ହୋଇଛି। ଯେତେ ଯାହା କଲେ ବି ମାଟ୍ରିକ ପରୀକ୍ଷାରେ କପି ରୋକାଯାଇପାରୁନି। ପ୍ରଥମ ଦିନ ପ୍ରଶ୍ନପତ୍ର ଭାଇରାଲ୍‌ ହେବା ପରେ ପରୀକ୍ଷା କେନ୍ଦ୍ର ଅଧୀକ୍ଷକ, ଶିକ୍ଷକ, ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲା। ପ୍ରଶ୍ନପତ୍ର ଭାଇରାଲ୍‌ ହେଲେ ତୁରନ୍ତ ଏତଲା ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନଙ୍କୁ ନିର୍ଦେଶ ଦିଆଯାଇଛି। ତଥାପି କପି ରୋକା ଯାଇପାରୁନି।

ଦ୍ବିତୀୟ ଦିନରେ ଆଜି ଇ˚ରାଜୀ ବିଷୟର ପରୀକ୍ଷା ଥିଲା। ପୂର୍ବାହ୍ନ ୧୦ଟାରେ ପରୀକ୍ଷାର୍ଥୀମାନେ କେନ୍ଦ୍ର ଭିତରକୁ ପ୍ରବେଶ କରିବା ସହ ସିଟ୍‌ରେ ବସିଥିଲେ। ପ୍ରଶ୍ନର ଉତ୍ତର ଲେଖିବାର କିଛି ସମୟ ପରେ ବାହାରେ ଏକ ପ୍ରଶ୍ନପତ୍ର ବୁଲିଥିଲା। ପ୍ରଥମେ ଅବଜେକ୍‌ଟିଭ୍‌ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ର ବାହାରକୁ ଆସିଥିଲା। ପରେ ସବ୍‌ଜେକ୍‌ଟିଭ୍‌ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଥିଲା। କିଛି କ୍ଷଣ ମଧ୍ୟରେ ଓଡ଼ିଶାର କୋଣ ଅନୁକୋଣରେ ପହଞ୍ଚି ଯାଇଥିଲା ଭାଇରାଲ ପ୍ରଶ୍ନପତ୍ର। ଢେଙ୍କାନାଳ ଓ ବଲାଙ୍ଗୀର‌ରୁ ଇଂରାଜୀ ‘ଏ’ ସେଟ୍‌ ଭାଇରାଲ ହୋଇଥିବା ଚର୍ଚ୍ଚା ଚାଲିଥିଲା। ପ୍ରଶ୍ନପତ୍ର କିଭଳି ବାହାରକୁ ଆସୁଛି? ସୁପରିଟେଣ୍ତେଣ୍ଟଙ୍କ ବ୍ୟତୀତ ଆଉ କୌଣସି ଶିକ୍ଷକ, ଶିକ୍ଷୟିତ୍ରୀ କେନ୍ଦ୍ରକୁ ମୋବାଇଲ୍‌ ନେଉନାହାନ୍ତି। ତଥାପି କେମିତି ପ୍ରଶ୍ନପତ୍ର ଭାଇରାଲ୍‌ ହେଉଛି ବୋଲି ଅଭିଭାବକ ପ୍ରଶ୍ନ ଉଠାଇଥିଲେ। ହେଲେ ପରୀକ୍ଷା ସରିବା ପରେ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଜାହାନାରା ବେଗମ୍‌ ପ୍ରଶ୍ନପତ୍ର ଭାଇରାଲ୍‌କୁ ଖଣ୍ଡନ କରିବା ସହିତ ଏହା ଗୁଜବ ବୋଲି କହିଥିଲେ। ଏହା ଅଭିଭାବକ ଓ ପରୀକ୍ଷାର୍ଥୀଙ୍କ ଚିନ୍ତା ଦୂର କରାଇଥିଲା।

ମାତ୍ର ପରିଷଦ ସଭାପତିଙ୍କ ଏଭଳି ଏହି ସାନ୍ତ୍ବନା ବେଶି ସମୟ ରହି ନଥିଲା। ମାତ୍ର କିଛି ସମୟ ମଧ୍ୟରେ ଢେଙ୍କାନାଳ ଓ ବଲାଙ୍ଗୀର ଜିଲ୍ଲାର ଦୁଇଟି ପରୀକ୍ଷା କେନ୍ଦ୍ର ବାହାରର ଦୃଶ୍ୟ ପ୍ରଶ୍ନପତ୍ର ଭାଇରାଲର ପ୍ରକୃତ ଚିତ୍ରକୁ ପଦାରେ ପକାଇଥିଲା। ପରୀକ୍ଷା କେନ୍ଦ୍ର ଭିତରେ ପରୀକ୍ଷାର୍ଥୀ ଥିବା ବେଳେ ବାହାରେ କପି ଯୋଗାଣ ହେଉଥିଲା। ଅଭିଭାବକ ୫ରୁ ୬ ଫୁଟ୍‌ ଉଚ୍ଚତାର ପାଚେରି ଡେଇଁ ଛାତ୍ରଛାତ୍ରୀଙ୍କ କପି ଯୋଗାଉଥିଲେ। ଜଗିବାକୁ ନା ପୁଲିସ କର୍ମୀ ଥିଲେ ନା କୌଣସି ପ୍ରଶାସନିକ ଅଧିକାରୀ। ପରୀକ୍ଷା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରଶ୍ନପତ୍ର କେନ୍ଦ୍ର ବାହାରକୁ ଆସିବା ସହ ପରୀକ୍ଷାର୍ଥୀ ମନ ଇଚ୍ଛା କପି କରି ଚାଲିଥିଲେ।

ପ୍ରତିଦିନ ପରୀକ୍ଷା ସମୟରେ ୬ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ନେଇ ପ୍ରଶ୍ନ ଉଠୁଥିବାରୁ ବିଜେପି ଓ କଂଗ୍ରେସ ପକ୍ଷରୁ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରାଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଟୁଇଟ୍‌ କରି କହିଛନ୍ତି ଯେ ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ପରେ ମାଟ୍ରିକ୍‌ରେ ବି ପ୍ରଶ୍ନପତ୍ର ଭାଇରାଲ୍‌ ହେଉଛି। ଗତ ୬ ବର୍ଷ ମଧ୍ୟରେ ୧୩ଟି ପ୍ରମୁଖ ପରୀକ୍ଷାକୁ ବାତିଲ୍‌ କରାଯାଇଛି। ଓଡ଼ିଶାର ଭବିଷ୍ୟତଙ୍କ ପାଇଁ ବିଜେଡି ସରକାର ଗୁରୁତ୍ବ ଦେଉ ନଥିବା ସେ କହିଛନ୍ତି।

କେନ୍ଦ୍ର ‌ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ରାଜ୍ୟ ସରକାର ନିଜର ଅପାରଗତା ପାଇଁ ଓଡ଼ିଶାର ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି। ସ୍କୁଲ ପାଚେରି ପାଖରେ ଅନେକ ଲୋକ କପି ଦେଉଛନ୍ତି। ସ୍କୁଲ ଭିତରକୁ ଅବାଧରେ ପ୍ରବେଶ କରୁଛନ୍ତି। ଯେଉଁ ସରକାରର ଶାସନ କରିବାର ଇଚ୍ଛା ଶକ୍ତି ନଥାଏ, ଏହାକୁ ଅପାରଗତା ଓ ସ୍ଥାଣୁ କୁହାଯାଏ। ଆଜି ଓଡ଼ିଶାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

1
Share

Related Posts

ବାଲିଗୁଡାରେ ସଙ୍କୁଳ ସ୍ତରୀୟ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

December 12, 2022 | Hemanta Bhainsa |
ଅଧିକ ପଢନ୍ତୁ

ଟାଉନ ଥାନା ନିକଟରୁ ଦେଢ ଲକ୍ଷ ଟଙ୍କା ଲୁଟ୍, ବ୍ୟାଗ୍ ସହ ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ

July 13, 2022 | Sandhan News |
ଅଧିକ ପଢନ୍ତୁ

କନ୍ଦରପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଦିତୀୟ ପର୍ଯ୍ୟାୟ କରୋନା ଟୀକା କରଣ।

March 6, 2021 | Manas Kumar Rout |
ଅଧିକ ପଢନ୍ତୁ

ଇପିଏଫ ପେନସନ ବୃଦ୍ଧି ଲାଗି ସଂସଦ ଗାନ୍ଧୀ ମୂର୍ତ୍ତୀ ତଳେ ବାମ ଦଳ ସାଂସଦଙ୍କ ବିକ୍ଷୋଭ

February 12, 2023 | Hemanta Bhainsa |
ଅଧିକ ପଢନ୍ତୁ

About The Author

Manas
More From This Author

Add Comment

Cancel reply

HAPPY NEW YEAR-2024

NETANKA SALARY PENSION

https://www.youtube.com/watch?v=F08PxOH-G8A&t=60s

ସ୍ୱତନ୍ତ୍ର

ମନେ ପଡନ୍ତି: ସ୍ୱାଧୀନତା ସଂଗ୍ରାମୀ ରମାଦେବୀ

ଗୁରୁ ନାନକ

ଚୈତନ୍ୟ

ପଦ୍ମଶ୍ରୀ ଜୟନ୍ତ ମହାପାତ୍ର

ପ୍ରତ୍ନତ‌ତ୍ତ୍ୱବିଦ୍ ରମେଶ ପ୍ରସାଦ ମହାପାତ୍ର

ସେପ୍ଟେମ୍ବର ମାସର ସନ୍ଧାନ ନିୟୁଜର ନିମ୍ନରେ ଥିବା ଲିଙ୍ଗରେ କ୍ଲିକ୍ କରି ଡାଉନଲୋଡ କରନ୍ତୁ

Buddhism during the Bhaumakara Period: A case of study on Social life in Odisha

ପରାଧୀନ ଭାରତର ମୁକ୍ତିପୀଠ ରକ୍ତତୀର୍ଥ ଇରମ

Urgent Required

  • Popular
  • Recent

Dibyadrasana

https://www.youtube.com/watch?v=Y2c8N7c5BzI&t=209s

ନୋଟିସ୍

ପ୍ରତିନିଧି ଆବଶ୍ୟକ 

ସ୍ୱତନ୍ତ୍ର ପ୍ରତିନିଧି ଆବଶ୍ୟକ, ଯୋଗାଯୋଗ-୯୪୩୭୮୧୯୩୭୫, ଶିକ୍ଷାଗତ ଯୋଗ୍ୟତା: +୩ (ସମ୍ମାନ) ବା ପ.ଜି ଯେକୈଣସି ବିଷୟରେ

FOR GOVT AND PRIVATE JOBS INFORMATION CONTACT-9437819735

Admission Open DU Public School Chandikhole Jajpur

Recent Posts

  • ଯଖପୁରା ସ୍ୱାସ୍ଥ୍ୟକେନ୍ଦ୍ରରେ ‘ଜନ ଆରୋଗ୍ୟ ସମିତି’ ବୈଠକ: ଡାକ୍ତର ଅଭାବରୁ ଆରମ୍ଭ କରି CSR ପାଣ୍ଠି ପର୍ଯ୍ୟନ୍ତ ଉଠିଲା ଗୁରୁତର ପ୍ରଶ୍ନ
  • ସୁନ୍ଦରଗଡ଼ ଜିଲ୍ଲା ସଦର ନିର୍ବାଚନ ମଣ୍ଡଳୀ ସହିତ ତଳସରା ନିର୍ବାଚନ ମଣ୍ଡଳୀ ମଦରେ ଭାସୁଛି
  • ଅବସର ପ୍ରାପ୍ତ ଆଦର୍ଶ ଶିକ୍ଷକଙ୍କ ବିୟୋଗରେ ବିଧାୟିକାଙ୍କ ଶୋକ
  • ଥାଲକୁଡ଼ି ପୂର୍ତ୍ତ ବିଭାଗ ଡାକବଙ୍ଗଳା ବାଉଁଣ୍ଡରୀ ନିର୍ମାଣରେ ଅନିୟମିତତା ଅଭିଯୋଗ: କାମ ଶେଷ ପୂର୍ବରୁ ଫାଟିଗଲା କାନ୍ଥ, ତଦନ୍ତ ଦାବି
  • ବଡ଼ ବଡ଼ିଆଙ୍କ ପାଇଁ ଟ୍ରାଫିକ ନିୟମ କଡାକଡି ସାଧାରଣ ଲୋକେ ଘଣ୍ଟା ଘଣ୍ଟା ଜାମର ଶିକାର ମଙ୍ଗଳପୁର ବଜାରରେ କେବେ ଦୂର ହେବ ଟ୍ରାଫିକ ସମସ୍ୟା ?
  • ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ
  • ଶେଷ ଯାତ୍ରାରେ ବି ସମସ୍ୟା, ସ୍ଵର୍ଗଦ୍ଵାରର ଜରାଜୀର୍ଣ୍ଣ ଅବସ୍ଥା, ମରାମତି ସହିତ ସ୍ବଚ୍ଛତା ଅଭାବରୁ ବିପଦପୂର୍ଣ୍ଣ ସ୍ଥିତି
  • ନିମ୍ନ ଲିଙ୍କରେ କ୍ଲିକକରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ
  • ପାଳିଆ ବିନ୍ଧା ବାଳିକା ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ମାନେ କେବେ ହେବେ ନିୟମିତ।
  • ବିପଦପୂର୍ଣ୍ଣ ସ୍ଥିତିରେ ରାଜ୍ୟ ରାଜପଥ – ୨୪ ର ଯାତ୍ରୀ ପ୍ରତୀକ୍ଷାଲୟ: ପ୍ରଶାସନର ନିଦ ଭାଙ୍ଗୁଛି କେବେ

Alochana new episode

https://www.youtube.com/watch?v=h2Jlw6Dbk9g&t=31s

PURCHESH THIS BOOK ONLY @ rS-500

Copyright © 2026 Sandhan News 
  • About Us|
  • Contact Us|
  • Recruitment|