Homeଜିଲ୍ଲା ପରିକ୍ରମାକଟକକାଠଯୋଡ଼ିକୁ ଡେଇଁ ଜଣେ ନିଖୋଜ କାଠଯୋଡ଼ିକୁ ଡେଇଁ ଜଣେ ନିଖୋଜ Sandhan News | October 23, 2019 | Spread the love କଟକ, ୨୨/୧୦ (ସନ୍ଧାନ ନିଉଜ) : ତ୍ରିଶୁଳିଆ ବ୍ରିଜରୁ କାଠଯୋଡ଼ି ନଦୀକୁ ଡେଇଁ ମଙ୍ଗଳବାର ଜଣେ ନିଖୋଜ ହୋଇଥିବା ଜଣାପଡିଛି। ବ୍ରିଜ ଉପରେ ବାଇକ୍ ରଖି ଡେଇଁ ପଡିଥିବା ସନ୍ଦେହ କରାଯାଉଛି। ଉଦ୍ଧାର କାର୍ୟ୍ୟରେ ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିବାବେଳେ ନିଖୋଜଙ୍କ ପରିଚୟ ମିଳିପାରି ନାହିଁ। Related Posts କୋଟଗଡ ଶିଶୁ ମଙ୍ଗଳ ସମିତିର ଭ୍ରାମ୍ୟମାଣ ଅଦାଲତ March 2, 2023 | Hemanta Bhainsa | ଅଧିକ ପଢନ୍ତୁ ମୁଖ୍ୟମନ୍ତ୍ରୀଙ୍କ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା June 17, 2021 | Sandhan News | ଅଧିକ ପଢନ୍ତୁ ଚାନ୍ଦବାଲି ବିଧାୟକ ଙ୍କ ଦିତୀୟ ବିବାହ* July 3, 2021 | Sandhan News | ଅଧିକ ପଢନ୍ତୁ ବ୍ଲକ ସ୍ତରୀୟ ବିଜ୍ଞାନ ମେଳାରେ ପାହାଡି ସଂଯୋଗୀ କରଣ ଏବଂ କୃଷିର ଉନ୍ନତି ପକଳ୍ପ ପ୍ରଂଶସିତ November 29, 2019 | Manas Kumar Rout | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ମୁଖ୍ୟମନ୍ତ୍ରୀଙ୍କ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା June 17, 2021 | Sandhan News | ଅଧିକ ପଢନ୍ତୁ
ବ୍ଲକ ସ୍ତରୀୟ ବିଜ୍ଞାନ ମେଳାରେ ପାହାଡି ସଂଯୋଗୀ କରଣ ଏବଂ କୃଷିର ଉନ୍ନତି ପକଳ୍ପ ପ୍ରଂଶସିତ November 29, 2019 | Manas Kumar Rout | ଅଧିକ ପଢନ୍ତୁ