କରୋନା ପାଇଁ ସହାୟତା

Spread the love
  •  
  •  
  •  
  •  
  •  

ଯାଜପୁର, ୦୮/୦୯ (ସନ୍ଧାନ ନିଉଜ) : ପ୍ରାଥମିକ ଶିକ୍ଷକ ସଂଘ, ଧର୍ମଶାଳା ବ୍ଲକ ପକ୍ଷରୁ କରୋନାର ମୁକାବିଲା ପାଇଁ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରିଲିଫ୍ପାଣ୍ଠିକୁ ୧ଲକ୍ଷ ୩୭ହଜାର ଟଙ୍କା ପ୍ରଦାନ କରିଛନ୍ତି । ଏହି ଚେକ୍ ପ୍ରଦାନ ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ, ଜିଲ୍ଲାସଭାପତି ବିଜୟ କୁମାର ନାୟକ, ଧର୍ମାଶାଳା ବ୍ଲକ୍ର ସଭାପତି ଅକ୍ଷୟ କୁମାର ମଲ୍ଲ, ଉପସଭାପତି ନଳିନୀକାନ୍ତ ମହାରଣା ଏବଂ ସଂପାଦକ ଭଜନାନନ୍ଦ ସାମଲ ଉପସ୍ଥିତ ଥିଲେ ।
ଏହି ମହନୀୟ ସହାୟତା ପାଇଁ ଜିଲ୍ଲାପାଳ ସେମାନଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।

Related Posts

About The Author

Add Comment