ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସାମ୍ବାଦିକ ଧାରଣାରେ ବସିଲେ

Spread the love

ଯାଜପୁର ସଦର,୦୧ା୧୨: ଯାଜପୁର ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଉତ୍କଳ ସାମ୍ବାଦିକ ସଂଘର ସଭାପତି ହରିହର ସ୍ୱାଇଁଙ୍କ ନେତୃତ୍ୱରେ ଉତ୍କଳ ସାମ୍ବାଦିକ ସଂଘର ସାମ୍ବାଦିକ ମାନେ ଯାଜପୁର ଜିଲ୍ଲାପାଳଙ୍କ ଆଗରେ ଧାରଣା ଦେଇଥିଲେ । ଏହି ଅବରରେ ୪ଥ ସ୍ତମ୍ବର ମାନ୍ୟତା ପାଇଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସାମ୍ବାଦିକ ମାନଙ୍କୁ ଅବହେଳା କରାଯାଉଥିବାକୁ ନେଇ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସଂଘର ସଭାପତି ଓ ସାମ୍ବାଦିକ ମାନେ ଆଜି ଧାରଣରେ ବସିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ରାଜ୍ୟ ସରକାର ସାମ୍ବାଦିକ ସୁରକ୍ଷା ଆଇନି ଆଣିବା ସହିତ ଅବସରପ୍ରାପ୍ତ ସାମ୍ବାଦିକ ମାନଙ୍କୁ ୨୦ ହଜାର ଟଙ୍କା ପେନସନ ମାସକୁ ଦେବା ସହିତ ପ୍ରତି ସାମ୍ବାଦି ମାନଙ୍କୁ ରାଜ୍ୟ ସରକାଙ୍କ ପକ୍ଷୁ ୧୦ହଜାର ଦେବାଲାଗି ଉତ୍କଳ ସାମ୍ବାଦି ସଂଘ ତରଫରୁ ଦାବି ପତ୍ର ଦିଆଯାଇଥିଲା । ଯାହାକି ସାମ୍ବାଦିକ ମାନେ କାର୍ଯ୍ୟକରୁଥିବା ବେଳେ, ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଲୋକ ମାନଙ୍କୁ ଦେଉଥିବା ବେଳେ, ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କାହିଁକି ବୈମାତୃକ ଭାବ ତାହା ଜଣାପଡ଼ୁନାହିଁ । ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଜନା ପରେ ଯୋଜନା କରିଚାଲୁଥିବା ବେଳେ, ୪ର୍ଥ ସ୍ତମ୍ବର ଗଣମାଧ୍ୟମ ପ୍ରତିନିଧି ଟିଏ ସକାଳ ୮ଟାରୁ କାର୍ଯ୍ୟ ସାରି ଖବର ସଂଗ୍ରହ କରୁଥିବା ବେଳେ, ଲୋକ ମାନଙ୍କ ସେବା କରିବା ପାଇଁ ଗଣମାଧ୍ୟମ ପ୍ରତିନିଧି କାର୍ଯ୍ୟକରି ଚାଲିଥାଏ । ଯାହାକି ୧୨ଘଣ୍ଟା ସମୟ ସାମ୍ବାଦିକ କାର୍ଯ୍ୟ କରୁଥିବା ବେଳେ, ସେମାନଙ୍କ ପରିବାର ପ୍ରତିପୋଷଣ କରିବା ପାଇଁ ଅର୍ଥର ଆବଶ୍ୟକତା ରହିଛି । ୬୦ବର୍ଷରୁ ଉର୍ଦ୍ଧ୍ୱ ହୋଇ ଥିବା ସାମ୍ବାଦିକ ମାନଙ୍କୁ ୨୦ହଜାର ଟଙ୍କା ପେନସନ ସାମ୍ବାଦିକ ସୁରକ୍ଷା ଆଇନି ଆଣିବା ପାଇଁ ବାରମ୍ବାର ରାଜ୍ୟ ସରକାରଙ୍କୁ ଚେତାବନି ଦିଆଯାଉଥିବା ବେଳେ, ରାଜ୍ୟ ସରକାର୍କ ପକ୍ଷରୁ କର୍ଣ୍ଣପାତ କରୁନଥିବା ବଡ଼ ଆଶ୍ଚର୍ଯ୍ୟ ଲାଗୁଚି । ବିଜୁ ଜନତା ଦଳର ୫ଟି ସଚିବ ଭିକେ ପାଣ୍ଡିଆନ ପୂର୍ବତନର ସଚିବ ସାମ୍ବାଦିକ ମାନଙ୍କପାଇଁ ପେନସନ ଲାଗୁ କରିବା ଲାଗି ସାମ୍ବାଦିକ ମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

Related Posts

About The Author

Add Comment