ଯାଜପୁର ସଦର, ୦୫ା୦୧: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଚଣ୍ଡିଖୋଲ ଛକ ନିକଟସ୍ଥ କଣ୍ଟିଗଡ଼ିଆ ପାଇକରାପୁର ଜୟନ୍ତୀ ଗିରି ଆଶ୍ରମରେ ବାର୍ଷିକ ଉତ୍ସବ ୨୫ତମ ବାର୍ଷିକ ଉତ୍ସବ ଉପଲକ୍ଷେ କୁମ୍ଭମେଳା ରାଷ୍ଟ୍ରିୟ ସନ୍ଥ ସମ୍ମିଳନୀର ପ୍ରସ୍ଥୁତି ବୈଠକ ଚଣ୍ଡଖୋଲ ଛକର ହନୁମାନର ମନ୍ଦିର ପରିଶରରେ ଅନୁଷ୍ଟିତ କରାଯାଇଚି । ଏହି ବୈଠକରା ଆବାହକତ୍ୱ କରିଥିଲେ । ଏହି ବୈଠକରେ ଉପସ୍ଥିତ ରହିଥରବା ଓଡ଼ିଶା ସନ୍ଥ ସୁରକ୍ଷା ମିଶନର ଖଣ୍ଡଗିରି ପଞ୍ଚଦଶ ନମାଜୁନ ଆଖାଡ଼ାର ନାଗାବାବା ସ୍ୱାମୀ ବିଷ୍ଣୁ ଗିରି ମହାରାଜ, ବାବାଜୀ ପରମାନନ୍ଦ ଦାସ, ନାଗାବାବା ସ୍ୱାମୀ ସନନ୍ତୋ ପୁରୀ ମହାରାଜ, କୁଞ୍ଜବିହାରୀ ମଠର ମହନ୍ତ ଅନନ୍ତ ରାମଦାସ, ବାବା ନିତ୍ୟାନନ୍ଦ ଦାସ, ପୂର୍ବତନ ସରପଂଚ ଅକ୍ଷୟ ସ୍ୱାଇଁ ଯୋଗଦାନ କରି ଏହି କୁମ୍ଭମେଳା ରାଷ୍ଟ୍ରିୟ ସନ୍ତ ସମ୍ମିଳନୀକୁ ସରସ ସୁନ୍ଦର କରିବା ପାଇଁ ନିତି ନିର୍ଦ୍ଧାରଣ କରାଯାଇଥିଲା । ଏହି ଅବସରରେ ଉତ୍କଳୀୟ କୁମ୍ଭମେଳା ରାଷ୍ଟ୍ରିୟ ସନ୍ଥସମ୍ମିଳନୀ ଜୟନ୍ତି ଆଶ୍ରମର ବାର୍ଷିକ ଉତ୍ସବର ପ୍ରସ୍ଥୁିତ ବୈଠକ ଚଣ୍ଡିଖୋଲ ଛକ ନିକଟସ୍ଥ ହନୁମାନ ମନ୍ଦିର ପରିଶରରେ ଅନୁଷ୍ଟିତ ହୋଇଥିଲା । ଏହି ମେଳାରେ ବହୁ ସାଧୁ ସନ୍ଥ ଯୋଗଦେବା ସହିତ କମିଟିର କର୍ମକର୍ତ୍ତା ମାନେ ସୂଚନା ଦେଇଛନ୍ତି ।
ଉତ୍କଳୀୟ କୁମ୍ଭମେଳା ରାଷ୍ଟ୍ରିୟ ସନ୍ଥ ସମ୍ମିଳନୀ ଅନୁଷ୍ଟିତ ହେବା ପ୍ରସ୍ଥିତି ବୈଠକ
|
January 7, 2024 |