ଆରମ୍ଭ ହେଲା ପଶ୍ଚିମବଙ୍ଗ ଫେରନ୍ତାଙ୍କ ଫୋନ୍ ଟ୍ରାକିଂ

Spread the love
  •  
  •  
  •  
  •  
  •  
ଭୁବନେଶ୍ୱର ୨୫/୦୪ (ସନ୍ଧାନ ନିଉଜ): ପଶ୍ଚିମବଙ୍ଗ ଫେରନ୍ତା ଏବେ ଓଡିଶା ପାଇଁ ଚିନ୍ତାର କାରଣ ହିଛନ୍ତି। ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଅନେକଙ୍କର ପଶ୍ଚିମବଙ୍ଗ ଲିଙ୍କ ରହିଛି। ରାଜ୍ୟ ସରକାର ଏଇ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ଚିହ୍ନଟ କରିବା ନିମନ୍ତେ ପଞ୍ଚାୟତ ପ୍ରତିନିଧିଙ୍କଠାରୁ ତଥ୍ୟ ସଂଗ୍ରହକୁ ଗୁରୁତ୍ଵ ଦେଉଛନ୍ତି। ମାର୍ଚ୍ଚ ୨୫ ପରେ ସେଠାରୁ ଓଡିଶା ଆସିଥିବା ଲୋକଙ୍କୁ ଠାବ କରିବା ପାଇଁ ଆରମ୍ଭ ହୋଇଛି ସେମାନଙ୍କ ଫୋନ ଟ୍ରାକିଂ। ଏହି ପ୍ରକ୍ରିୟାରେ ୨ ହଜାର ୯ ଶହ ଜଣଙ୍କୁ ଠାବ କରାଯାଇଛି।ସେମାନଙ୍କୁ ୧୪ ଦିନ ସଙ୍ଗରୋଧରେ ରଖାଯିବ ବୋଲି ଜଣାପଡିଛି।

Related Posts

About The Author

Add Comment