୬ କୋଟିର ପାଣ୍ଠି ଅଚଳ

Spread the love
  •  
  •  
  •  
  •  
  •  

ବେତନଟୀ, ୧୩.୦୧.୨୦୨୧(ସନ୍ଧାନ ନିଉଜ୍/  ଲିଙ୍ଗରାଜ ପଣ୍ଡା):- ଆମ ଗାଁ ଆମ ବିକାଶ ଯୋଜନାରେ ବେତନଟୀ ବ୍ଲକୁ ମିଳିଥିଲା ୬ କୋଟି ଟଙ୍କାର ପାଣ୍ଠି। ଏହି ପାଣ୍ଠିରେ ବ୍ଲକ୍‌ର ୨୪ଟି ପଞ୍ଚାୟତର ୨୫୯ଟି ପ୍ରକଳ୍ପ କାର୍ଯ୍ୟ କରାଯିବାକୁ ତାଲିକା ହୋଇଥିଲା। ଏହି ପ୍ରକଳ୍ପଗୁଡିକ ମଧ୍ୟରେ ଥିଲା ଗ୍ରାମରେ କମ୍ୟୁନିଟି ସେଣ୍ଟର, ଗାଧୁଆ ତୁଠ ଇତ୍ୟାଦି ନିର୍ମାଣା। ତେବେ ସରକାରଙ୍କ ଦ୍ବାରା ପ୍ରଦତ୍ତ ଏହି ପାଣ୍ଠିର ବିନିଯୋଗ ତାଲିକା ପ୍ରସ୍ତୁତ ବେଳେ ବିଜେଡି କର୍ମୀଙ୍କୁ ତୁଷ୍ଟ କରିବାର ପ୍ରୟାସ କରାଯାଇଥିଲା ଓ ସେମାନଙ୍କ ସ୍ବାର୍ଥକୁ ଅଗ୍ରାଧିକାର ଦିଆ ଯାଇଥିଲା ବୋଲି ଅଭିଯୋଗ କରି ବେତନଟୀ ବ୍ଲକ୍ ଅଧ୍ୟକ୍ଷ କାଳିଚରଣ ସୋରେନ, ଜିଲ୍ଲା ପରିଷଦ ସଦସ୍ୟ ବ୍ରଜମୋହନ ବେହେରା, ସନ୍ତରା ସରପଞ୍ଚ ଚାଡରା ହେମ୍ନମ, ଜିଲ୍ଲା ପରିଷଦ ସଦସ୍ୟ ସଂଯୁକ୍ତା ରାଉତ ଓ ବୈଶିଙ୍ଗା ସରପଞ୍ଚ ଇନ୍ଦ୍ରାବତୀ ମୁମୁଁ ପ୍ରମୁଖ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ଫଳରେସମସ୍ତ କାର୍ଯ୍ୟ ଉପରେ ମାନ୍ୟବର ନ୍ୟାୟାଳୟ ରୋକ୍  ଲଗାଇବା ସହିତ ମାମଲା ବିଚାରାଧୀନ ରହିଛି। ଫଳରେ ଅଦାଲତର ଜାଲରେ ଛନ୍ଦି ହୋଇଯାଇଛି

Related Posts

About The Author

Add Comment