କଟକ, (ସନ୍ଧାନ ନ୍ୟୁଜ) :କଟକ : କଟକ ସଦର ୪୨ ମୌଜାର ଅଗ୍ରଣୀ ସାମାଜିକ ସଙ୍ଗଠନ ବଟକୃଷ୍ଣ ମେମୋରିଆଲ ଟ୍ରଷ୍ଟ ପ୍ରତିଷ୍ଠାତା, ପ୍ରତିଭା ବିକାଶ ପ୍ରତିଷ୍ଠାନ ସଭାପତି ତଥା କମ୍ୟୁନିକେସନ ଷ୍ଟାଫ୍ ଆସୋସିଏନର ସର୍ବ ଭାରତୀୟ ସାଧାରଣ ସଂପାଦକ ବରିଷ୍ଠ ସମାଜସେବୀ ଇଂ.ଅଶୋକ ବିଶ୍ବାଳଙ୍କ ମୂଖ୍ୟ ତତ୍ୱାବଧାନରେ ମୁକ ବଧିର ସ୍କୁଲର ପ୍ରଧାନ ଶିକ୍ଷକ ଓ ବିଦ୍ୟାଳୟର କର୍ମଚାରୀ,ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପଟଣା ପକ୍ଷରୁ କାର୍ଯ୍ୟକାରୀ ସଭାପତି ଶିକ୍ଷକ ରତ୍ନ ଅଭୟ କୁମାର ଦାସ,ଉପସଭାପତି ପ୍ରଭାତ କୁମାର ଖଟୁଆ,ମହାସଚିବ କବି ରୁଦ୍ର ନାରାୟଣ ଦାସ,ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତିଙ୍କ ମିଳିତ ସହଯୋଗରେ ବନ୍ତୁଣୀଆ ନଙ୍ଗୁଳି ମଠରେ ବୃକ୍ଷ ରୋପଣ କରାଯାଇଛି । ପ୍ରତ୍ୟେକ ମନ୍ଦିର ଓ ସ୍କୁଲ ମାନଙ୍କରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ତ୍ଵରାନିତ୍ଵ କରିବାକୁ ସମୂହ ନିଷ୍ପତି ଗ୍ରହଣ କରାଯାଇଛି ।
୪୨ ମୌଜାରେ ପରିବେଶ ସୁରକ୍ଷା ଅଭିଯାନର ମଙ୍ଗ ଧରିଲେ ଖ୍ୟାତି ସଂପନ୍ନ ସମାଜସେବୀ ଇଂ.ଅଶୋକ ବିଶ୍ବାଳ
|
May 16, 2024 |



