୪ଜଣ ବିଏସଏଫ ଯବାନ କରୋନା ଆକ୍ରାନ୍ତ ଚିହ୍ନଟ

Spread the love

ମାଲକାନଗିରି ୨୭/୦୬ (ସନ୍ଧାନ ନିଉଜ) ମାଲକାନଗିରିରେ ଆଜି ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ଜଣ ବିଏସଏଫ ଯବାନ ଅଛନ୍ତି। ଆଉ ଜଣେ ତାମିଲନାଡୁ ଫେରନ୍ତା ପ୍ରବାସୀ ବୋଲି ଜଣାପଡ଼ିଛି।

୪ଜଣ ବିଏସଏଫ ଯବାନ ଉତ୍ତରପ୍ରଦେଶ ଓ ରାଜସ୍ଥାନରୁ ଫେରିଥିବା ବେଳେ ସେମାନେ ମଧ୍ୟ କ୍ଵାରେଣ୍ଟାଇନ କେନ୍ଦ୍ରରେ ଥିଲେ।

ସୂଚନାଯୋଗ୍ୟଯେ, ମାଲକାନଗିରି ରେ ୫୮ ଜଣ ସଂକ୍ରମିତ ହୋଇଥିବା ବେଳେ ୪୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦ ଜଣ ସକ୍ରୀୟ ଅଛନ୍ତି।

Related Posts

About The Author

Add Comment