୩ ଡକାୟତ ଗିରଫ, ବନ୍ଧୁକ ଓ ୧୦ ରାଉଣ୍ଡ ଗୁଳି ଜବତ

Spread the love
  •  
  •  
  •  
  •  
  •  

ବଲାଙ୍ଗୀର, 17.01.2021(ସନ୍ଧାନ ନିଉଜ୍): ଡକାୟତି ଯୋଜନା ପଣ୍ଡ। ଡକାୟତଙ୍କୁ ଧରିଲା ଲୋଇସିଂହା ପୋଲିସ । ଡକାୟତି ଯୋଜନା କରୁଥିବା ବେଳେ ଧରିଲା ପୋଲିସ । ୩ ଜଣ ଡକାୟତକୁ ଧରିବା ସହ ବନ୍ଧୁକ ଓ ୧୦ ରାଉଣ୍ଡ ଗୁଳି ଜବତ କରିଛି ପୋଲିସ । ଲୋଇସିଂହା ଥାନା କୁଟାସିଂଘା ଗାଁ ଜଙ୍ଗଲରେ ଲୁଚି ରହିଥିବା ଡକାୟତକୁ ଦେଖିଥିଲେ ଆଗଲପୁର ଗାଁ ଲୋକ । ଏ ନେଇ ଲୋଇସିଙ୍ଘା ଥାନାକୁ ଜଣାଇଥିଲେ । ଘଟଣାସ୍ଥଳରେ ସାଧା ପୋଷାକରେ ଲୋଇସିଙ୍ଘା ପୋଲିସ ପହଞ୍ଚି ଗାଁ ଲୋକଙ୍କ ସହାୟତାରେ ସେମାନଙ୍କୁ କାବୁ କରିଥିବା ସୂଚନା ମିଳିଛି ।

Related Posts

About The Author

Add Comment