ହରିଚରଣ ଘରୁ କେଉଁ ଆଡ଼େ ପଳାଇ ଯାଇଛନ୍ତି

Spread the love

ଯାଜପୁର, ୨୪/୦୩/୨୦୨୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ଯାଜପୁର ବ୍ଲକ୍ ଅନ୍ତର୍ଗତ ଛତିଶିଦେବିଲ ଗ୍ରାମର ରାଧାକାନ୍ତ ବିଶ୍ୱାଳଙ୍କ ପୁଅ ହରି ଚରଣ ବିଶ୍ୱାଳ ଦୁଇଦିନ ହେଲା ଘରୁ କେଉଁଆଡ଼େ ପଳାଇ ଯାଇଥିବା ଦେଖିବାକୁ ମିଳିଚି । ଏନେଇ ପରିବାର ଲୋକମାନେ ଦୁଇଦିନ ହେଲା ପରିବାର ଲୋକମାନେ ହରିକୁ ଖୋଜୁଛନ୍ତି । ବିଭିନ୍ନ ଗ୍ରାମର ବିଭିନ୍ନ ଜାଗାରେ ତାଙ୍କ ପରିବାର ସଦସ୍ୟ ନପାଇବାରୁ ହରି ଚରଣ(ଜଡ଼ା) ପାଇଁ ଗଣମାଧ୍ୟମରେ ସୂଚନା ଦେଇଥିଲେ । ହରିର ବୟଷ ୨୧ ବର୍ଷ । କୌଣସି ଭଦ୍ରବ୍ୟକ୍ତି ହରି ଚରଣ ବିଶ୍ୱାଳ(ଜଡ଼ା)ର ସନ୍ଧାନ ପାଇଲେ ସଦର ଥାନା ବରୁଆଁ ଏବଂ ହରିର ଫଟୋରେ ଥିବା ମୋବାଇଲ ନଂ ରେ ଯୋଗାଯୋଗ କରିବା ପାଇଁ ଦିଆଯାଇଚି । ଗ୍ରାମ- ଛତିଶିଦେବିଲ, ଥାନା- ବରୁଆଁ, ଜିଲ୍ଲା- ଯାଜପୁର ମୋବାଇଲ ନଂ- ୯୬୫୮୨୩୨୭୦୩ ରେ ଯୋଗାଯୋଗ କରିବା ପାଇଁ ନିବେଦନ କରାଯାଇଚି ।

Related Posts

About The Author

Add Comment