• About Us
  • Contact Us
  • Recruitment

Sandhan News

WISH YOU ENJOYFULL RATHAJATRA

WISH TO ALL READER AND DEVOTE ON THE EVE OF RATHAJATRA

SANDHANEWS.COM


Menu
  • ଓଡିଶା
  • ଜିଲ୍ଲା
    • ଅନୁଗୁଳ
    • କଟକ
    • ଯାଜପୁର
    • କନ୍ଧମାଳ
    • କଳାହାଣ୍ଡି
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଖୋର୍ଦ୍ଧା
    • କୋରାପୁଟ
    • ଗଞ୍ଜାମ
    • ଗଜପତି
    • ଜଗତସିଂହପୁର
    • ଝାରସୁଗୁଡ଼ା
    • ଢେଙ୍କାନାଳ
    • ଦେବଗଡ଼
    • ନବରଙ୍ଗପୁର
    • ନୟାଗଡ଼
    • ନୂଆପଡ଼ା
    • ପୁରୀ
    • ବରଗଡ଼
    • ବଲାଙ୍ଗୀର
    • ବାଲେଶ୍ବର
    • ବୌଦ୍ଧ
    • ମୟୁରଭଞ୍ଜ
    • ଭଦ୍ରକ
    • ମାଲକାନଗିରି
    • ରାୟଗଡ଼ା
    • ସମ୍ବଲପୁର
    • ସୁନ୍ଦରଗଡ଼
    • ସୁବର୍ଣ୍ଣପୁର
  • ରାଜନୀତି
  • ଜାତୀୟ
  • ଆନ୍ତର୍ଜାତୀୟ
  • ବାଣିଜ୍ୟ
  • ପ୍ରୟାସ
  • ସୀଡ୍
  • ଭିଡ଼ିଓ ଖବର
  • ଇ ପେପର (E Paper)
  • ମନୋରଞ୍ଜନ
  • ଅପରାଧ
  • ସ୍ବାସ୍ଥ୍ୟ
  • ଖେଳ
  • ସହର
    • କଟକ
    • ଭୁବନେଶ୍ୱର
    • ପୁରୀ
    • ବ୍ରହ୍ମପୁର
    • ରାଉରକେଲା
  • ଛବିରେ ଖବର
  • ସାହିତ୍ୟ
    • ଗଳ୍ପ
    • କବିତା
    • ଆମ ସଂସ୍କୃତି, କଳା ଓ ଐତିହ୍ୟ
  • ବ୍ୟକ୍ତିତ୍ବ
    • ବିରଳ ବ୍ୟକ୍ତିତ୍ବ
    • ସାକ୍ଷାତକାର
  • ଆପଣଙ୍କ ରିପୋର୍ଟ
  • ରାଶିଫଳ
  • ଆମ ପର୍ବ ପର୍ବାଣୀ
    • ପଣା ସଂକ୍ରାନ୍ତି
    • ଆମ ପିଠାପଣା
  • ଆମ ଐତିହ
  • SANDHAN LIVE TV
ତାଜା ଖବର
  • ବିପଦସଂକୁଳ ଅବସ୍ଥାରେ ଘୋଘର ବ୍ରିଜ, ୨୨ ବର୍ଷରୁ ଅପେକ୍ଷାରେ
  • ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ 
  • ଆଦର୍ଶ ଶିକ୍ଷକ ଓ ସମାଜ ସେବୀ, ସୁଧୀର କୁମାର ପାତ୍ର
  • ପ୍ରଥମ ବାର୍ଷିକ ଦେବଦତ୍ତ ମେମୋରିଆଲ ଦିବାରାତ୍ର କ୍ରିକେଟ ପ୍ରତିଯୋଗିତା ପାଳିଆ ବିନ୍ଧା
  • ଧର୍ମଶାଳାର ବାଲିଲୁଟ ରୋକିବା ନେଇ ସରକାରଙ୍କ ନିର୍ଦ୍ଦେଶକୁ ଖାତିର ନାହିଁ
  • ଆସନ୍ତା ମାର୍ଚ୍ଚ ୬ରେ ଯୋଡ଼ାରେ ଅନୁଷ୍ଠିତ ହେବ କଂଗ୍ରେସର ଜିଲ୍ଲାସ୍ତରୀୟ ଜନଅଧିକାର ସମାବେଶ 
  • ହୋଲିଖେଳ ସାରି ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ବ୍ରାହ୍ମଣୀ ନଦୀରେ ବୁଡି ନାବାଳକର ମୃତ୍ୟୁ,
  • ପବନସୁତ ହନୁମାନ ପୂଜା କମିଟି ପକ୍ଷରୁ ହୋଲି ମହୋତ୍ସବ ପାଳିତ
  • କୁରୁମକେଲ ଗ୍ରାମରେ ଦୋଳଯାତ୍ରା ଓ ହୋଲି ମହୋତ୍ସବ
  • ଟାଟା ଷ୍ଟିଲ୍ କଳିଙ୍ଗନଗର ଏବଂ ନୀଳାଚଳ ଇସ୍ପାତ ନିଗମ ଦ୍ଵାରା ପ୍ରତିଷ୍ଠାତା ଜାମସେଟଜୀ ନୁସରୱାନଜୀ ଟାଟାଙ୍କ ୧୮୭ତମ ଜନ୍ମ ଜୟନ୍ତୀ ପାଳିତ
Home
ସହର
ରାଉରକେଲା
ସ୍ମାର୍ଟ ସିଟିରେ ହୁକାର ଆଧିପତ୍ୟ, ପୁଲିସ ନୀରବଦ୍ରଷ୍ଟ୍ରା

ସ୍ମାର୍ଟ ସିଟିରେ ହୁକାର ଆଧିପତ୍ୟ, ପୁଲିସ ନୀରବଦ୍ରଷ୍ଟ୍ରା

Biswajit Parida | December 12, 2019 |
Spread the love
     
ରାଉରକେଲା୧୨/୧୨ (ସନ୍ଧାନ ନିଉଜ): ସ୍ମାର୍ଟ ସିଟି ରାଉରକେଲା ଦିନକୁ ଦିନ ନିଶା କାରବାର ବଢିବାରେ ଲାଗିଛି । ମଦ, ଗଂଜେଇ, ଡ୍ରଗ୍ସ ନିଶାରେ ଯୁବପିଢୀ ମାତିଥିବା ବେଳେ ଏବେ ବିଭିନ୍ନ ସ୍ଥାନରେ ହୁକା ବାର ଚାଲୁଥିବା ଏକ ଅନୁସନ୍ଧାନରୁ ଜାଣିବାକୁ ମିଳିଛି । ରାଉରକେଲାର କିଛି ସମ୍ଭ୍ରାନ୍ତ ହୋଟେଲରେ ହୁକାବାର ଚାଲୁଥିବା ବେଳେ, ଏହାପ୍ରତି ଆକର୍ଷିତ ହେଉଛନ୍ତି ଆଜିର ଯୁବପିଢୀ! ରାଉରକେଲା ପୁଲିସ ପକ୍ଷରୁ ବିଭିନ୍ନ ଅଂଚଳରେ ସାଂଧ୍ୟ ଓ ରାତ୍ରି କାଳୀନ ପାଟ୍ରୋଂଲି କରାଯାଉଥିଲେ ସୁଦ୍ଧା ନିଶାଗ୍ରସ୍ତ
ଉଦଭ୍ରାନ୍ତ ଯୁବପିଢୀଙ୍କୁ ପୁଲିସ ଲଗାମ ଦେବାରେ ବିଫଳ ସାବ୍ୟସ୍ତ ହୋଇଛି ବୋଲି ସାଧାରଣରେ ଆଲୋଚନା ହେଉଛି । ସହରର ଯୁବପିଢୀ ମାନଙ୍କ ମଧ୍ୟରେ ନିଶାସେବନକୁ ନେଇ ଅଂଚଳର ବୁଦ୍ଧିଜିବୀ ମହଲରେ ତ୍ରୀବ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଗଂଜେଇ, ହୁକା ଓ ଡ୍ରଗ୍ସ ନିଶାରେ ମାତିଛନ୍ତି ଯୁବପିଢୀ! ସହରରେ ଥିବା ବିଭିନ୍ନ ପରିତ୍ୟକ୍ତ ଆରଏସପି କ୍ୱାର୍ଟର, ବହୁ ଦିନରୁ ବନ୍ଦ ପଡ଼ିଥିବା ସ୍କୁଲ, ବିଭିନ୍ନ ପଡ଼ିଆ ପାଖ ରାସ୍ତା ସମେତ ଅନ୍ୟାନ ଅନ୍ଧାରୁଆ ଗଳିକନ୍ଦି ନିଶାଗ୍ରସ୍ତ ଯୁବପିଢୀଙ୍କଭୁସ୍ୱର୍ଗ ପାଲଟିଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି । ସାଧାରଣତଃ ୧୮ରୁ ୩୦ ବର୍ଷ ବୟସର ଯୁବକ ମାନେ ସଂଜ ନଇଁଲେ ବିଭିନ୍ନ ଅନ୍ଧାରୁଆ ସ୍ଥାନରେ ମେଳି ଜମାଇ ନିଶାରେ ବୁଡ଼ି ରହୁଥିବା ଅଭିଯୋଗ ହୋଇଛି । ପୁଲିସର ନାଲିଆଖି ଏମାନଙ୍କ ପାଖରେ ପହଂଚିପାରୁନାହିଁ । ଫଳସ୍ୱରୂପ ଏମାନଙ୍କ ଉତ୍ପାତ ଦିନକୁ ଦିନ ବଢିବା ପରିବର୍ତେ ଥମିବାର ନାଁ ନେଉନାହିଁ । ନିଶାରେ ଚୁର ଯୁବପିଢୀ ମାନେ ସହରର ରାଜରାସ୍ତାରେ ଏଣେ ତେଣେ ଘୁରି ବୁଲିବା ସହ ଯିବା ଆସିବା କରୁଥିବା ଯୁବତୀ ଓ ମହିଳା ମାନଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବାକୁ ମଧ୍ୟ ପଛଘୁଂଚା ଦେଉନାହାନ୍ତି । ଆହୁରି ମଧ୍ୟ ବିଭିନ୍ନ ପ୍ରକାର ନାମିଦାମୀ କମ୍ପାନୀର ବାଇକ ଚଳାଇ ରାସ୍ତାରେ ବିପଦଜ୍ଜନକ ଷ୍ଟଂଟ ପ୍ରଦର୍ଶନ କରୁଥିବାରୁ ରାସ୍ତାରେ ଯାତାୟତ ବୟସ୍କ ବ୍ୟକ୍ତି, ଶିଶୁ, ମହିଳାଙ୍କ ଜୀବନ ପ୍ରତି ବିପଦକୁ ଟାଣି ଆଣୁଥିବା ସ୍ପଷ୍ଟ ଭାବେ ପ୍ରତୀୟମାନ ହେଉଛି । ଏଣୁଏଦିଗରେ ବିଭିନ୍ନ ଥାନା ପୁଲିସ ପକ୍ଷରୁ ଦୃଢ କାର‌୍ୟ୍ୟାନୁଷ୍ଠାନ ନିଆଯିବା ଲାଗି ସାଧାରଣରେ ଦାବି ହୋଇଛି

 

Related Posts

ରାଜ୍ୟରେ ଥମୁନି ଲଜ୍ଜ୍ୟା: ସୁନ୍ଦରଗଡ଼ରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

March 10, 2022 | Sandhan News |
ଅଧିକ ପଢନ୍ତୁ

ବ୍ଲକ ସ୍ତରୀୟ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଟୀକାକରଣ ଶୁଭାରମ୍ଭ

September 6, 2021 | Sundargada News |
ଅଧିକ ପଢନ୍ତୁ

ପୌଷପୂର୍ଣ୍ଣିମା ଉପଲକ୍ଷେ ବାର୍ଷିକ ପୂଜା ମହୋତ୍ସବ

January 11, 2020 | Sandhan News |
ଅଧିକ ପଢନ୍ତୁ

ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ୧୦ ମାସରୁ ଖରାପ ହୋଇ ପଡ଼ିଛି, ଲୋକେ ମୌଳିକ ଅଧିକାରରୁ ବଞ୍ଚିତ

January 31, 2026 | Hemanta Bhainsa |
ଅଧିକ ପଢନ୍ତୁ

About The Author

Biswajit
More From This Author

Add Comment

Cancel reply

HAPPY NEW YEAR-2024

NETANKA SALARY PENSION

https://www.youtube.com/watch?v=F08PxOH-G8A&t=60s

ସ୍ୱତନ୍ତ୍ର

ମନେ ପଡନ୍ତି: ସ୍ୱାଧୀନତା ସଂଗ୍ରାମୀ ରମାଦେବୀ

ଗୁରୁ ନାନକ

ଚୈତନ୍ୟ

ପଦ୍ମଶ୍ରୀ ଜୟନ୍ତ ମହାପାତ୍ର

ପ୍ରତ୍ନତ‌ତ୍ତ୍ୱବିଦ୍ ରମେଶ ପ୍ରସାଦ ମହାପାତ୍ର

ସେପ୍ଟେମ୍ବର ମାସର ସନ୍ଧାନ ନିୟୁଜର ନିମ୍ନରେ ଥିବା ଲିଙ୍ଗରେ କ୍ଲିକ୍ କରି ଡାଉନଲୋଡ କରନ୍ତୁ

Buddhism during the Bhaumakara Period: A case of study on Social life in Odisha

ପରାଧୀନ ଭାରତର ମୁକ୍ତିପୀଠ ରକ୍ତତୀର୍ଥ ଇରମ

Urgent Required

  • Popular
  • Recent

Dibyadrasana

https://www.youtube.com/watch?v=Y2c8N7c5BzI&t=209s

ନୋଟିସ୍

ପ୍ରତିନିଧି ଆବଶ୍ୟକ 

ସ୍ୱତନ୍ତ୍ର ପ୍ରତିନିଧି ଆବଶ୍ୟକ, ଯୋଗାଯୋଗ-୯୪୩୭୮୧୯୩୭୫, ଶିକ୍ଷାଗତ ଯୋଗ୍ୟତା: +୩ (ସମ୍ମାନ) ବା ପ.ଜି ଯେକୈଣସି ବିଷୟରେ

FOR GOVT AND PRIVATE JOBS INFORMATION CONTACT-9437819735

Admission Open DU Public School Chandikhole Jajpur

Recent Posts

  • ବିପଦସଂକୁଳ ଅବସ୍ଥାରେ ଘୋଘର ବ୍ରିଜ, ୨୨ ବର୍ଷରୁ ଅପେକ୍ଷାରେ
  • ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ 
  • ଆଦର୍ଶ ଶିକ୍ଷକ ଓ ସମାଜ ସେବୀ, ସୁଧୀର କୁମାର ପାତ୍ର
  • ପ୍ରଥମ ବାର୍ଷିକ ଦେବଦତ୍ତ ମେମୋରିଆଲ ଦିବାରାତ୍ର କ୍ରିକେଟ ପ୍ରତିଯୋଗିତା ପାଳିଆ ବିନ୍ଧା
  • ଧର୍ମଶାଳାର ବାଲିଲୁଟ ରୋକିବା ନେଇ ସରକାରଙ୍କ ନିର୍ଦ୍ଦେଶକୁ ଖାତିର ନାହିଁ
  • ଆସନ୍ତା ମାର୍ଚ୍ଚ ୬ରେ ଯୋଡ଼ାରେ ଅନୁଷ୍ଠିତ ହେବ କଂଗ୍ରେସର ଜିଲ୍ଲାସ୍ତରୀୟ ଜନଅଧିକାର ସମାବେଶ 
  • ହୋଲିଖେଳ ସାରି ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ବ୍ରାହ୍ମଣୀ ନଦୀରେ ବୁଡି ନାବାଳକର ମୃତ୍ୟୁ,
  • ପବନସୁତ ହନୁମାନ ପୂଜା କମିଟି ପକ୍ଷରୁ ହୋଲି ମହୋତ୍ସବ ପାଳିତ
  • କୁରୁମକେଲ ଗ୍ରାମରେ ଦୋଳଯାତ୍ରା ଓ ହୋଲି ମହୋତ୍ସବ
  • ଟାଟା ଷ୍ଟିଲ୍ କଳିଙ୍ଗନଗର ଏବଂ ନୀଳାଚଳ ଇସ୍ପାତ ନିଗମ ଦ୍ଵାରା ପ୍ରତିଷ୍ଠାତା ଜାମସେଟଜୀ ନୁସରୱାନଜୀ ଟାଟାଙ୍କ ୧୮୭ତମ ଜନ୍ମ ଜୟନ୍ତୀ ପାଳିତ

Alochana new episode

https://www.youtube.com/watch?v=h2Jlw6Dbk9g&t=31s

PURCHESH THIS BOOK ONLY @ rS-500

Copyright © 2026 Sandhan News 
  • About Us|
  • Contact Us|
  • Recruitment|