ସୁନ୍ଦରଗଡ଼: ପତ୍ନୀଙ୍କ ଅନୁପସ୍ଥିତିରେ ଘରେ ସ୍ୱାମୀଙ୍କ ରସି ଲଗାଇ ଆତ୍ମହତ୍ୟା

Spread the love

ସୁନ୍ଦରଗଡ଼, ୪/୯ (ସନ୍ଧାନ ନିୟୁଜ) ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଅଞ୍ଚଳରେ ଜଣେ ମଦ୍ୟପ ସ୍ୱାମୀ ନିଜ ପତ୍ନୀଙ୍କ ଅନୁପସ୍ଥିତିରେ ଘରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି। କୁତ୍ରା ଥାନା ପୁଲିସ କହିଛି, ନୂଆପଡ଼ା ଗ୍ରାମର ଜିତ୍‌ବାହାନ କେର୍କେଟା ଆଜି ପୂର୍ବାହ୍ନରେ ଆତ୍ମହତ୍ୟା କରିଛନ୍ତି। ଦିନ ମଜୁରିଆ ସ୍ତ୍ରୀ କୁମୁଦିନୀ କେର୍କେଟା ଆଜି ସକାଳୁ କାମ କରିବାକୁ ଯାଇଥିଲେ। ଘରକୁ ଫେରିବା ପରେ ସ୍ୱାମୀ ଘର ଭିତରେ ଝୁଲୁଥିବା ଦେଖିଥିଲେ। ଘଟଣା ପରେ ସେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସକୁ କୁମୁଦିନୀ କହିଛନ୍ତି, ତାଙ୍କ ସ୍ୱାମୀ ମଦ୍ୟପାନ କରନ୍ତି। ଆଜି ସକାଳୁ ସେ ଦିନ ମଜୁରୀ କରିବାକୁ ଯାଇଥିବା ବେଳେ ସ୍ୱାମୀ ଆତ୍ମହତ୍ୟା କରିଛନ୍ତି।

Report Lambodara Barik, 

Related Posts

About The Author

Add Comment