ସମାଜ ସେବୀଙ୍କଦ୍ୱାରା ଶୁଖିଲା ଖାଦ୍ୟ ବଣ୍ଟନ

Spread the love
ଜେନାପୁର, ୦୩/୦୪  (ସନ୍ଧାନ ନିୟୁଜ)ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକ ଏଣ୍ଡଳବା ପଞ୍ଚାୟତ ଅଧୀନସ୍ତ ହନୁଆ, କାଟେଣି,କେନ୍ଦୁପଡ଼ିଆ ଠାରେ କରୋନା ମହାମାରୀ ର ତାଲାବନ୍ଦ ପ୍ରଭାବ ପାଈଁ ଖାଦ୍ୟପେୟ ର ଅଭାବ ଯୋଗୁଁ କିଛି ଗରିବ ଶ୍ରେଣୀର ଲୋକମାନଙ୍କୁ ବାଘୁଆବାରଣା ଗ୍ରାମର ସମାଜସେବୀ ସଂଜୟ କୁମାର ସାହୁ, ପଦ୍ମନାଭ ପ୍ରଧାନ,ଆମ୍ବୁଜ କୁମାର ପୃଷ୍ଟି, ଶିବ ପ୍ରସାଦ ବିଶ୍ୱାଳ,ସାମ୍ବାଦିକ ସୁଧାଂଶୁ ଶେଖର ନାୟକ ଶୁଖିଲା ଖାଦ୍ୟ ଚୁଡା, ଚାଉଳ, ଡାଲି,ବିସ୍କୁଟ,କଦଳୀ ଘର ଘର ବୁଲି ବାଣ୍ଟିବା ସହିତ କରୋନା ସମ୍ପର୍କରେ ସଚେତନ କରିଥିଲେ ।

Related Posts

About The Author

Add Comment