ନବରଙ୍ଗପୁର, (ସନ୍ଧାନ ନିୟୁଜ/ ଟୁନା କୁମାର ମିଶ୍ର) ନବରଙ୍ଗପୁର ଜିଲ୍ଲା ମୁନିସିପାଲିଟି ଅôଧନସ୍ଥ ୱାଡ ନମ୍ବର ୨ରେ ଭଗବତ ସାହି ଠାରେ ରହିଥିବା ନାଳ ନର୍ଦମା ଗୁଡିକ ନିୟମିତ ସଫା ହେଉନି । ଫଳରେ ଅଦିନିଆ ସାମନ୍ୟ ବର୍ଷା ହେବା ପରେ ନାଳଗୁଡିକ ପରିପୁ୍ର୍ଣ୍ଣ ହୋଇ ନାଳ ପାଣି ଘରେ ପଶିଥାଏ । ଫଳରେ ୱାର୍ଡ ବାସିନ୍ଧା ମାନେ ନାହିଁ ନଥିବାଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ସମୟରେ ଏହାକୁ ସଫା କରିବାକୁ ଦାବି ହେଉଥିବା ବେଳେ ଏଥିପ୍ରତି ସ୍ଥାନୀୟ ପ୍ରଶାସନ କର୍ଣ୍ଣପାତ କରୁନାହିଁ । ଏବେ ନାଳ ଗୁଡିକ ବର୍ଷ ପାଣିରେ ପୁରି ଘରେ ପଶିଥିଲା । ଅଭିଯୋଗ ପରେ ଯଦିଓ ଏହାକୁ ସଫା କରାଯାଇଥିଲା ହେଲେ ନର୍ଦମା ପାଣି ,କାଦୁଅ ପଙ୍କକୁ ନନିଆଯାଇ ରାସ୍ତା ଉପରେ ରଖିଦିଆଗଲା । ଫଳରେ ଅଧିକ ମାତ୍ରାରେ ଦୃଗନ୍ଧ ହେଉଛି ତୁରନ୍ତ ଏହାକୁ ସଫା କରିବା ସହିତ ନାଳକୁ ନିୟମିତ ବ୍ୟବଧାନରେ ସଫା କରିବାକୁ ୱାଡଁ ବାସିନ୍ଧା ମାନେ ଦାବି କରିଛନ୍ତି ।
ତାଜା ଖବର
- ଦାନଗଦି ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।
- ଯାଜପୁରରେ ବନ୍ୟା ପରିସ୍ଥିତି ଗମ୍ଭୀର: ୧୦ ବ୍ଲକର ୨,୮୪,୫୭୮ ଜଣ ପ୍ରଭାବିତ, ୭୭,୬୮୦ ଜଣଙ୍କୁ ସୁରକ୍ଷିତ ସ୍ଥାନାନ୍ତର
- ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ” ପ୍ରବେଶ ଉତ୍ସବ ” ସହ “ନିଶା ନିବାରଣ ଓ ଭୋଟର ସଚେତନତା କାର୍ଯ୍ୟକ୍ରମ”
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ରାଜଗାଙ୍ଗପୁର ଏବଂ ସବଡେଗା ଅବକାରୀ ବିଭାଗ ତରଫରୁ ମିଳିତ ଭାବରେ ଆତର୍କିତ ଚଢ଼ାଉ, ୧୫କିଲୋ ୪୫୦ଗ୍ରାମ ଗଞ୍ଜେଇ ସହିତ ଜଣେ ଗିରଫ
- *ଲୋକଙ୍କୁ ହସାଇଥିବା କଳାକାର ଆଉ ନାହାନ୍ତି* ବିଶିଷ୍ଟ ହାସ୍ୟ କଳାକାର ବିଶ୍ୱ ବଗର୍ତ୍ତି ଅକାଳ ବିୟୋଗ
- ଯାଜପୁରରେ ପୁନଶ୍ଚ ବନ୍ୟା ସ୍ଥିତି: ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଆଭାସୀ ମାଧ୍ୟମରେ ସମୀକ୍ଷା ଓ ବରୀ ଗସ୍ତ, ଦଶରଥପୁରରେ ପ୍ରାଣୀସେବା ଶିବିର ଏବଂ ବିଞ୍ଛାରପୁରରେ ଫ୍ରି କିଚେନ୍ ଜରିଆରେ ରିଲିଫ୍ ବଣ୍ଟନ
- ବଡ ବିରୁହାଁ ଗ୍ରାମ ଏବଂ ଶଗଡି ଗ୍ରାମ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ଶାନ୍ତି କମିଟି ମାଧ୍ୟମରେ ସମାଧାନ ହେଲା
- କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ ଚୋରି ହେବା ଅଭିଯୋଗ ୨ ପୋଲିସ୍ ନିଲମ୍ବିତ
- ଯାଜପୁର ଜିଲ୍ଲା ଗ୍ରସ୍ତର ମୁଖ୍ୟମନ୍ତ୍ରୀ ମୋହନ ମାଝି


