ଶ୍ରୀ ମନ୍ଦିରରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ, ସମ୍ପୃକ୍ତ ସେବକ ଗିରଫ

Spread the love
  • 6
    Shares

ପୁରୀ, ୧୧/୦୬ (ସନ୍ଧାନ ନିୟୁଜ) – ଶ୍ରୀ ମନ୍ଦିରରେ ଜଣେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ପିଡ଼ିତା ଯୁବତୀଙ୍କ ଅଭିଯୋଗ ପରେ ସମ୍ପୃକ୍ତ ସେବକ ସନ୍ତୋଷ କର ଙ୍କୁ ସିଂହଦ୍ୱାର ପୋଲିସ୍ ଗିରଫ କରିଛି । ପିଡ଼ିତା ଯୁବତୀ ଜଣକ ବ୍ରହ୍ମପୁର ବୈଦ୍ୟନାଥପୁର ଅଂଚଳର ।

  • 6
    Shares

Related Posts

About The Author

Add Comment