ଲୋକସଭା ଓ ବିଧାନସଭା ପାଇଁ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା

Spread the love
  •  
  •  
  •  
  •  
  •  

ଭୁବନେଶ୍ୱର, (ସନ୍ଧାନ ନିଉଜ):ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା । ପ୍ରଥମ ପର୍ଯ୍ୟାୟରେ ୭୧ ବିଧାନସଭା ଆସନ ପାଇଁ ବିଜେଡି ତା’ର ପ୍ରାର୍ଥୀ ଘୋଷଣା କରିଛି। ସେହିପରି ୯ଟି ଲୋକସଭା ଆସନ ପାଇଁ ବିଜେଡି ତା’ର ପ୍ରାର୍ଥିଙ୍କ ନାମ ଘୋଷଣା କରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ଦିନ ପ୍ରାର୍ଥି ତାଲିକା ଘୋଷଣା କରିଛନ୍ତି । ସମ୍ବଲପୁର ଲୋକସଭା ଆସନରୁ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଲଢିବାକୁ ଥିବା ବେଳେ ଆଜି ବିଜେଡିରେ ସାମିଲ ହୋଇଥିବା ମନ୍ମଥ ରାଉତରାୟଙ୍କୁ ଦଳ ଭୁବନେଶ୍ବର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି ।

ବିଜେଡିର ପ୍ରଥମ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା

ସମ୍ବଲପୁର –ପ୍ରଣବ ପ୍ରକାଶ ଦାସ
କୋରାପୁଟ-କୌଶଲ୍ୟା ହିକ୍କକା
ସୁନ୍ଦରଗଡ଼- ଦିଲୀପ ତିର୍କୀ
ଭୁବନେଶ୍ବର- ମନ୍ମଥ ରାଉତରାୟ
କେନ୍ଦ୍ରାପଡ଼ା- ଅଂଶୁମାନ ମହାନ୍ତି
କଳାହାଣ୍ଡି – ଲମ୍ବୋଦର ନିଆଲ
ମୟୂରଭଞ୍ଜ- ସୁଦାମ ମାର୍ଣ୍ଡି
ଆସ୍କା- ରଂଜିତା ସାହୁ
ନବରଙ୍ଗପୁର- ପ୍ରଦୀପ ମାଝୀ

ବିଜେଡିର ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା

ବିଷମକଟକ- ଜଗନ୍ନାଥ ସାରକା, ଗୁଣପୁର- ରଘୁନାଥ ଗମାଙ୍ଗ, ରାୟଗଡ଼ା- ଅନସୂୟା ମାଝୀ, ବରଗଡ଼- ଦେବେଶ ଆଚାର୍ଯ୍ୟଙ୍କୁ , ବିଜେପୁର- ରିତା ସାହୁ, ଅତାବିରା- ସ୍ନେହାଙ୍ଗିନୀ ଛୁରିଆ, ଭଟଲି- ସୁଶାନ୍ତ ସିଂହ, ଜଳେଶ୍ବର- ଅଶ୍ବିନୀ ପାତ୍ର, ବସ୍ତା- ସୁବାସିନୀ ଜେନା, ଭଣ୍ଡାରୀପୋଖରୀ- ସଂଜୀବ ମଲ୍ଲିକ, ଭଦ୍ରକ- ପ୍ରଫୁଲ୍ଲ ସାମଲ, ବାସୁଦେବପୁର- ବିଷ୍ଣୁବ୍ରତ ରାଉତରାୟ, ଧାମନଗର- ସଂଜୟ ଦାସ, ଚାନ୍ଦବାଲି- ବ୍ୟୋମକେଶ ରାୟ, ବିଂଝାରପୁର- ପ୍ରମିଳା ମଲ୍ଲିକ, ଧର୍ମଶାଳା- ପ୍ରଣବ ବଳବନ୍ତରାୟ, ଯାଜପୁର- ସୁଜାତା ସାହୁ, ସୁକିନ୍ଦା- ପ୍ରୀତିରଂଜନ ଘଡ଼ାଇ, ଢେଙ୍କାନାଳ- ସୁଧୀର ସାମଲ, କାମାକ୍ଷାନଗର- ପ୍ରଫୁଲ୍ଲ ମଲ୍ଲିକ, ପରଜଙ୍ଗ- ନୃସିଂହ ସାହୁ, ପାଲଲହଡ଼ା- ମୁକେଶ ପାଲ , ଛେଣ୍ଡିପଦା- ସୁଶାନ୍ତ ବେହେରା, ସୋନପୁର- ନିରଞ୍ଜନ ପୂଜାରୀ, ଲୋଇସିଂହା- ନିହାର ବେହେରା, ପାଟଣାଗଡ଼- ସରୋଜ ମେହେର ,ବଲାଙ୍ଗିର- କଳିକେଶ ସିଂହଦେଓ, ଟିଟିଲାଗଡ଼- ଟୁକୁନି ସାହୁ ,ନୂଆପଡ଼ା- ରାଜେନ୍ଦ୍ର ଢୋଲକିଆ, ଉମରକୋଟ- ନବୀନା ନାଏକ, ଝରିଗାଁ- ରମେଶ ମାଝୀ, ନବରଙ୍ଗପୁର- କୌଶଲ୍ୟା ପ୍ରଧାନୀ, ଡାବୁଗାଁ- ମନୋହର ରନ୍ଧାରୀ, ଲାଞ୍ଜିଗଡ଼- ପ୍ରଦୀପ ଦିଶାରୀ, ଜୁନାଗଡ଼- ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ଼- ପୁଷ୍ପେନ୍ଦ୍ର ସିଂହଦେଓ, ଭବାନୀପାଟଣା- ଲଳିତା ନାଏକ, ଜି. ଉଦୟଗିରି- ସାଲୁଗା ପ୍ରଧାନ, କଣ୍ଟାମାଳ- ମହିଧର ରଣା, ବୌଦ୍ଧ- ପ୍ରଦୀପ ଅମାତ, ବଡମ୍ବା- ଦେବୀ ମିଶ୍ର, ବାଙ୍କୀ- ଦେବୀ ରଂଜନ ତ୍ରିପାଠୀ, ଆଠଗଡ଼- ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଚୌଦ୍ବାର କଟକ- ସୌଭିକ ବିଶ୍ବାଳ, ନିଆଳି- ପ୍ରମୋଦ ମଲ୍ଲିକ, କଟକ ସଦର- ଚନ୍ଦ୍ରସାରଥି ବେହେରା ,ପାଟକୁରା- ଅରବିନ୍ଦ ମହାପାତ୍ର, ଆଳି- ପ୍ରତାପ ଦେବ, ରାଜନଗର- ଧ୍ରୁବ ସାହୁ, ମହାକାଳପଡ଼ା- ଅତନୁ ସବ୍ୟସାଚୀ ନାୟକ, ପୁରୀ- ସୁନୀଲ ମହାନ୍ତି, ବ୍ରହ୍ମଗିରି- ଉମା ସାମନ୍ତରାୟ, ସତ୍ୟବାଦୀ- ସଂଜୟ ଦାସବର୍ମା, ପିପିଲି- ରୁଦ୍ର ମହାରଥୀ, ଜଟଣୀ- ବିଭୂତି ବଳବନ୍ତରାୟ, ରଣପୁର- ସତ୍ୟ ନାରାୟଣ ପ୍ରଧାନ, ଦଶପଲ୍ଲା- ରମେଶ ବେହେରା, ନୟାଗଡ଼- ଅରୁଣ ସାହୁ ପ୍ରାର୍ଥୀ ହୋଇଛନ୍ତି।ଭଂଜନଗର- ବିକ୍ରମ ଆରୁଖ, ପୋଲସରା- ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟନଗର- ଲତିକା ପ୍ରଧାନ, ଛତ୍ରପୁର- ସୁବାସ ବେହେରା, ସୋରଡ଼ା- ସଂଘମିତ୍ରା ସ୍ବାଇଁ, ହିଂଜିଳି- ନବୀନ ପଟ୍ଟନାୟକ, ଗୋପାଳପୁର- ବିକ୍ରମ ପଣ୍ଡା, ଦିଗପହଣ୍ଡି- ବିପ୍ଳବ ପାତ୍ର, ଚିକିଟି- ଚିନ୍ମୟାନନ୍ଦ ଶ୍ରୀରୂପ ଦେବ, କୋଟପାଡ଼- ଚନ୍ଦ୍ରଶେଖର ମାଝୀ, କୋରାପୁଟ- ରଘୁରାମ ପୋଡ଼ାଲ, ମାଲକାନଗିରି- ମାନସ ମାଡ଼କାମୀ, ଘସିପୁରା- ବଦ୍ରିନାରାୟଣ ପାତ୍ର, ପାଟଣା- ଜଗନ୍ନାଥ ନାଏକ

Related Posts

About The Author

Add Comment