ଲୁଲୁକିଡ଼ିହି ଗ୍ରାମରୁ ଅବକାରୀ ବିଭାଗ ତରଫରୁ ଅତର୍କିତ ଚଢାଉ, ୫କୁଇଣ୍ଟାଲ ୧୦କିଲୋଗ୍ରାମ ମହୁଲ ଜବତ

Spread the love

ସୁନ୍ଦରଗଡ ତା:୨୮-୦୪-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଆଜି ସ୍ଥାନୀୟ ଅବକାରୀ ବିଭାଗ  ଉଚ୍ଚ ନିରୀକ୍ଷକ ଅଧିକାରୀ ଶ୍ରୀ ସିଦ୍ଧେଶ୍ୱର ବେସ୍ରା ଙ୍କ ନିର୍ଦେଶ କ୍ରମେ ଉପ ନିରୀକ୍ଷକ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ପଣ୍ଡା ଙ୍କ ତତ୍ୱାବଧାନ ରେ ସବଡେଗା ଅବକାରୀ ଥାନା ଅଧିକାରୀ ସୁଶୀଲ କୁମାର ମିର୍ଦ୍ଧା ଓ ଷ୍ଟାପ ଗାୟତ୍ରୀ ସା, ରଜନୀକାନ୍ତ ବେହେରା ବିଶେଷ ସୂତ୍ରରୁ ଖବର ପାଇ ଲୁଲୁକିଡ଼ିହି ଗ୍ରାମ କୁ ଯାଇ ଯୁଧିଷ୍ଠିର ଗୁପ୍ତା ଙ୍କ ଘର ତଲାସି କରିବାରେ ୫କୁଇଣ୍ଟାଲ ୧୦କିଲୋଗ୍ରାମ ମହୁଲ ଜବତ କରିଥିବା ସୂଚନା ମିଳିଛି l ଅବକାରୀ ବିଭାଗ ତରଫରୁ ଉକ୍ତ ବ୍ୟକ୍ତିଙ୍କ ନାମରେ ଏକ ପି. ଆର ନମ୍ବର ୧୮/୨୬-୨୭ରେ କେଶ ରୁଜୁ ହୋଇଥିବା ସୂଚନା ମିଳିଛି l

Related Posts

About The Author

Add Comment