ରାଉରକେଲା, ୨୯/୦୩ (ସନ୍ଧାନ ନିୟୁଜ):ଲକଡାଉନ ସମୟରେ ରାଉରକେଲାର ଅଘଟଣ । ଉଦିତନଗରରେ ଥିବା ଏକ ରେଫ୍ରିଜରେଟର ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଥିବା ସୂଚନା । ଖବର ପାଇ ଘଟଣାସ୍ଥଳରେ 2ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ସମ୍ପୃକ୍ତ ବ୍ୟବସାୟିକ ପ୍ରତିଷ୍ଠାନରେ ଫ୍ରିଜ ମରାମତି ହେଉଥିବା ବେଳେ ଲକଡାଉନ ପାଇଁ ଏହା ବନ୍ଦ ରହିଥିଲା । ତେବେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ ।
ରେଫ୍ରିଜରେଟର ଦୋକାନରେ ଲାଗିଲା ନିଆଁ
|
March 29, 2020 |
