ଝାରସୁଗୁଡ଼ା, ୧୨/୦୧/୨୦୧୯ (ସନ୍ଧାନ ନିଉଜ) ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ରେଳ ଫାଟକ ପାଖ ଅଞ୍ଚଳରେ। ଗତ ସନ୍ଧ୍ୟାରେ ଏକ ବାଇକ୍ରେ ଜଣେ ବ୍ୟକ୍ତି ଗୋଟିଏ ବସ୍ତା ପିଆଜ ନେଇ ଯାଉଥିବା ବେଳେ ତାହା ଗଳି ପଡ଼ିଥିଲା। ବ୍ୟକ୍ତିଜଣକ ଏହା ଜାଣି ନ ପାରି ଚାଲିଯାଇଥିବା ବେଳେ ରାସ୍ତାର ଏଣେତେଣେ ବିଛାଡ଼ି ହୋଇପଡ଼ିଲା ସଙ୍ଗେସଙ୍ଗେ ଆରମ୍ଭ ହୋଇଗଲା ପିଆଜ ସାଉଁଟିବାର ପ୍ରତିଯୋଗିତା। ସାଧାରଣଖଟିଖିଆ ଲୋକଙ୍କଠାରୁ ଆରମ୍ଭ କି କାର୍ ବାଲା ପର୍ଯ୍ୟନ୍ତ ଏଥିରେ ସାମିଲ ହୋଇ ଯାଇଥିଲେ। ରାସ୍ତାରେ ସାଇକେଲଠୁ ଆରମ୍ଭ କରି କାର୍ ମଧ୍ୟ ଅଟକିଗଲା।
ରାସ୍ତାରେ ଗଡ଼ିଲା ପିଆଜ !
|
January 13, 2020 |



