ମୟୂରଭଞ୍ଜ ଜିଲ୍ଲା PRM college ଓ ହସ୍ପିଟାଲର ଦୂରବସ୍ଥା

Spread the love

ବାରିପଦା -୧୮/୯/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା)- ମୟୂରଭଞ୍ଜ ଜିଲ୍ଲା PRM college ଓ ହସ୍ପିଟାଲର ଦୂରବସ୍ଥା କହିଲେ ନସରେ । ଏଠାରେ ଡାକ୍ତର ମାନେ ଉପସ୍ଥିତ ନ ରହିବା ସବୁଠାରୁ ଦୁଃଖ ର ବିଷୟ ଡାକ୍ତର ମାନେ କ୍ଲିନିକ୍ ମାନଙ୍କରେ ବେସରକାରୀ ଭାବେ ଅଧିକ ପଇସା ଲୋଭରେ ରୋଗୀ ଦେଖିଆସୁଛନ୍ତି । ୧୭ ସେପ୍ଟେମ୍ବର ୨୦୨୦ ରାତ୍ର ୧୧ଘଟିକା ସମୟରେ କିଛି ସ୍ଥାନୀୟ ବାସିନ୍ଦା ଏବଂ ଚିକିତ୍ସାଧୀନ ରୋଗୀ ସଂକ୍ଷିପ୍ତର ସେଠାରେ ଥିବା ନିରାମୟ କେନ୍ଦ୍ରକୁ ଔଷଧ ନେବାପାଇଁ ଆସୁଥିଲେ ଯେଉଁ ଯେଉଁ ନିରାମୟ କେନ୍ଦ୍ର ରେ ୨୪ଘଣ୍ଟା ସେବା ମିଳିବ ବୋଲି ସରକାର ଢିଡୁରା ପିଟୁଥିବା ବେଳେ ଏଠାରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଚିକିତ୍ସାଧୀନ ଥିବା ରୋଗୀ ମାନଙ୍କ ସମ୍ପକୀୟ ୨ ଘଣ୍ଟା ଅପେକ୍ଷା କଲାପରେ କୈାଣସି ପ୍ରକାର ସୁଫଳ ନ ପାଇବାରୁ ଭଙ୍ଗାରୁଜା କରିଥିଲେ । ରୋଗୀ  Attendant ଜ୍ୟୋତିରାଣୀ ବାରିକ, ସାବିତ୍ରୀ ଜେନା , ଆଶୁତୋଷ ସିଂ‌ କାର୍ଯ୍ୟରେ ଥିବା pharmacist କାହାରି ଦେଖାନଥିଲା , ସବୁଠାରୁ ଦୁଃଖର ବିଷୟ ଏତେ ସବୁ ଘଟଣା ଘଟିଗଲା ପରେ dutyରେ ଥିବା security guard ଓ compounder ଭିତରେ ଥିବା ଫାଣ୍ଡିର କାର୍ଯ୍ୟରତ କର୍ମଚାରୀ କିଛିବି ଟେର୍ ପାଇପାରିଲେ ନାହିଁ । ଆମେ ସ୍ଥାନୀୟ ସ୍ୟୁକୁରିଟ୍ ଗାଡ୍ ର କର୍ମଚାରୀ ଓ ଫାଣ୍ଡିରେ କାର୍ଯ୍ୟ କରୁଥିବାରୁ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲୁ ସେ କିଛି କହିବେ ନାହିଁ ବୋଲି ମନା କରିଦେଇଥିଲେ ? PRM college ର ଫାଣ୍ଡି ,ମୁଖ୍ୟ ଫାଟକ ଠାରୁ ନିରାମୟ କେନ୍ଦ୍ର ମାତ୍ର ୨୦ ମିନିଟ ଦୂର ଏମାନେ କିଛି କେମିତି ଜାଣିପାରିଲେ ନାହିଁ ‌।ସରକାର  ସେଠାକାର ଡିଣ୍ଡିମ ପିଟୁଥିବା ବେଳେ ତାହାର ପୂରା ବ୍ୟତିକ୍ରମ ମୟୂରଭଞ୍ଜ ରେ ଥିବା ଏକ ମାତ୍ର PRM college ଓ ହସ୍ପିଟାଲରେ ଦେଖାଯାଇଛି । ଜନତା ଜନସାଧାରଣ ଏହା ପରେ ଉଚ୍ଚପଦସ୍ଥ ଅଧିକାରୀ କ’ଣ କାର୍ଯ୍ୟ ଗ୍ରହଣ କରୁଛନ୍ତି ‌ ସମସ୍ତେ ଚାତକ ପରି ଚାହିଁ ବସିଛନ୍ତି ।

Related Posts

About The Author

Add Comment