ମୟୁରଭଞ୍ଜ, ୧୦/୬ (ସନ୍ଧାନ ନିୟୁଜ୍) ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ତହସିଲ ଅନ୍ତର୍ଗତ ସାନକେରକ ଗ୍ରାମର ରଶ୍ମିତା ମହାନ୍ତ (୨୨) ନିଜ ଵିଲରୁ ଫୋନେରେ କଥାହୋଇ ଫେରୁଥିବା ସମୟରେ ବଜ୍ରାଘାତ ହେବାରୁ ଘୋଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ବଡ଼ସାହି ଥାନା ପୋଲିସ ପହଁଚି ଶବକୁ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ଆଣିଥିଲେ।
Report Binayak Gosh