ମୟୁରଭଞ୍ଜରେ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଜେ.ପି ପାଣିଗ୍ରାହୀ ପତାକା ଉତ୍ତାଳନ କଲେ

Spread the love

ବାରିପଦା-୧୬/୦୮/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା – କାଲି ଗଲା ପବିତ୍ର ସ୍ୱାଧୀନତା ଦିବସ, ଯେଉଁ ଦିନଟିକୁ ପାଇବା ପାଇଁ ଅନେକ ମହାପୁରୁଷ‌ ମାନେ  ଦିନ ରାତି ଏକ କରି ସଂଗ୍ରାମ ଜାରି ରଖିଥିଲେ । ସର୍ବଶେଷରେ ଦେବ ପାଇଁ ବଳି ମଧ୍ୟ ପଡିଯାଇଥିଲା । କିନ୍ତୁ ବିଧିର ବିଧାନ ଆଜି ଆମ ବୀର ମହା ପୁରୁଷ ମାନଙ୍କୁ ଟିକେମନେ ପକାଇବାକୁ ସୁଯୋଗ ଦେଉ ନାହିଁ ବିଗତ ବର୍ଷ ମାନଙ୍କ ମଧ୍ୟରୁ ଏ ବର୍ଷର ସ୍ବାଧୀନତା ଦିବସ ଟି ଚିର ସ୍ମରଣୀୟ ହେବା ସଙ୍ଗେ ସଙ୍ଗେ ମୟୂରଭଞ୍ଜ ବାସୀଙ୍କ ପାଇଁ ଅମ୍ବଲ୍ୟ ଦିବସ ଭାବରେ ଲିପିବଦ୍ଧ ହୋଇ ରହିବ , କିନ୍ତୁ ପୃଥିବୀ ପୃଷ୍ଠରେ କରୋନା ମହାମାରୀ ତାର କାୟା ବିସ୍ତାର କରି ଆତକ୍ତ ଚଳାଇଥିବା ସତ୍ବେ ସେହି ଅମର ବୀର ପୁରୁଷ ମାନଙ୍କୁ ମନେ ପକାଇବା ପାଇଁ ଜାବ ଜମକରେ ନହେଲେ ମଧ୍ୟ ଏ ବର୍ଷର ସ୍ବାଧୀନତା ଦିବସ କୁ ମୟୂରଭଞ୍ଜ ଜିଲ୍ଲା ବାରିପଦା ର ‘ ଛଉପଡିଆ ‘  ଠାରେ ୭୪ ତମ ସ୍ବାଧିନତା ଦିବସ ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା , ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଜେ.ପି ପାଣିଗ୍ରାହୀ ମହୋଦୟଙ୍କ ଆନୁକୁଲ୍ୟରେ ଜିଲ୍ଲାପାଳ ଜିଲ୍ଲା ଧାରକ୍ଷୟ ଅଦଧାକ୍ଷରେ ମୋହଦୟ ଉପସ୍ଥିତିରେ ଦ୍ବରତ୍ବ ରକ୍ଷା ପାଳନ କରି ପତକା ଉତ୍ତୋଳନ କରାଯାଇଅଛି ।

  

Related Posts

About The Author

Add Comment