ମିଶନ ଶକ୍ତି ଗୃହ ଉଦଘାଟନ ଓ ମହିଳା ସଂଘକୁ ଋଣ ପ୍ରଦାନ

Spread the love
  •  
  •  
  •  
  •  
  •  

ବଡଚଣା, ୦୮/୧ (ସନ୍ଧାନ ନିୟୁଜ/ନରହରି ବିହାରି) ଯାଜପୁର ଜିଲ୍ଲା ବଡଚଣା ବ୍ଲକ ପରିସରରେ ମିଶନ ଶକ୍ତି ଗୃହ ଏବଂ ବିଭିନ୍ନ ପଂଚାୟତର ମହିଳା ଗୋଷ୍ଠୀକୁ ଋଣ ପ୍ରଦାନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ୧୫ଟି ମହିଳା ଗୋଷ୍ଠୀକୁ ମିଶନ ଶକ୍ତି ଜରିଆରେ ୯ଲକ୍ଷଟଙ୍କାର ଋଣ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟ ଅରବିନ୍ଦ ବରାଳ, ମିଶନ ଶକ୍ତିଙ୍କ ବ୍ଲକ ଏବଂ ଜିଲ୍ଲାସ୍ତରର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Related Posts

About The Author

Add Comment