ମା କୁସୁମାବତୀ ମନ୍ଦିର ପ୍ରତିଷ୍ଠା ସମ୍ପନ୍ନ

Spread the love
  • 57
    Shares

ଧର୍ମଶାଳା, ୧୬/୭(ସନ୍ଧାନ ନିୟୁଜ/ପ୍ରକାଶ ରାଉତ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ପଂଚାୟତ ବାଲିଗରି ଗ୍ରାମର ଆରାଧ୍ୟ ଦେବର ମା କୁସୁମାବତୀଙ୍କ ମନ୍ଦିର ପ୍ରତିଷ୍ଠା ଉସôବ ମହାସମାରୋହରେ ପାଳିତ ହୋଇଯାଇଛି । ତିନିଦିନ ବ୍ୟାପି ଏହି ଉସôବରେ ଅଙ୍କୁରରୋପଣ, ସୂର୍ଯପୂଜା, ଗୋପୂଜା, ହୋମଯଜ୍ଞ ଆଦି ବିଧି ମୁତାବକ ପୂଜାର୍ଚ୍ଚନା କରାଯିବା ସହ ମନ୍ଦିର ପ୍ରତିଷ୍ଠା ସମ୍ପନ୍ନ କରାଯାଇଥିଲା । ଗ୍ରାମବାସୀ ପକ୍ଷରୁ ପ୍ରତ୍ୟହ ସଂଧ୍ୟାରେ ଭଜନ କିର୍ତନ ଆଦି ଅନୁଷ୍ଠିତ ହୋଇଥିଲା ।

ଏଥିରେ ବିଦ୍ୟାଧର ଦାସ ଏବଂ ତାଙ୍କ ପତ୍ନୀ ବିଦୁଲତା ଦାସ କର୍ତା କାର୍ଯ୍ୟ ସମାପନ କରିଥିବା ବେଳେ କମଳ ଲୋଚନ ଶତପଥୀ ଯଜ୍ଞକାର୍ଯ୍ୟ କରିଥିଲେ । ଗ୍ରମାବାସୀ ମାନେ ସାହାର୍ଯ୍ୟ ସହଯୋଗ କରିଥିଲେ ।

  • 57
    Shares

Related Posts

About The Author

Add Comment