ଭାରସାମ୍ୟ ହରାଇ ଓଲଟିଲା ଇଣ୍ଡିଗୋ କାର

Spread the love

ବାଲିଗୁଡା, ୧୦/, ୧୧/୦୬/୨୦ (ସନ୍ଧାନ ନିଉଜ) : ଗୋପାଳପୁର ଠାରୁ ରାୟପୁର ୫୯ନମ୍ବର ଜାତୀୟ ରାଜପଥ ବାଲିଗୁଡ଼ା ଥାନା ସୁରୁବାଲି ଠାରେ ବୁଧବାର ଦିନ ଅପରାହ୍ନରେ ଏକ ଇଣ୍ଡିଗୋ କାର ନଂ-ଓଡ଼ି-୦୨- ଏସ- ୩୦୩୭ ଭାରସାମ୍ୟ ହରାଇ ଏକ ଗଛରେ ବାଡେଇ ହେବାରୁ ଗାଡିର ଗୋଟିଏ ପାର୍ଶ୍ଵ ମାଡ଼ ହୋଇଥିବା ବେଳେ ଉକ୍ତ କାରରେ ଅନ୍ୟ କେହି ନ ଥିବା ବେଳେ ଘଟଣାସ୍ଥଳରେ ଡ୍ରାଇଭର ଆହାତ ହୋଇଛନ୍ତି।ଏହା ଦେଖି ରାସ୍ତାରେ ଯାତାୟାତ କରୁଥିବା କିଛି ଲୋକ ଡ୍ରାଇଭର ଙ୍କୁ ସଙ୍ଗେସଙ୍ଗେ ବାଲିଗୁଡା ମେଡିକାଲ ରେ ଭର୍ତ୍ତି କରି ଚିକିତ୍ସା ବ୍ୟବସ୍ଥା କରାଇଥିଲେ।

Related Posts

About The Author

Add Comment