ବ୍ରାହ୍ମଣୀ ନଦୀ ସେତୁ ଭାଙ୍ଗି ବ୍ୟକ୍ତି ଜଣେ ଆହତ

Spread the love
  • 9
    Shares

ଯାଜପୁର,୨/୭ (ସନ୍ଧାନ ନିଉଜ୍/ ଗୀତାଞ୍ଜଳି ପତି )

ଯାଜପୁର ଜିଲାର କବାଟବନ୍ଦ ନିକଟସ୍ଥ ବାହ୍ମଣୀ ନଦୀ ସେତୁ ଭାଙ୍ଗି ବ୍ୟକ୍ତି ଜଣକ ଆହତ ! ସେତୁରେ ବାଇକ୍ ଚଳାଇ ଆସୁଥିବା ବେଳେ ସେତୁ ମଧ୍ୟରେ ଥିବା ଭଙ୍ଗା  joint point ରେ ବ୍ୟକ୍ତିଙ୍କ ବାଇକ୍ ଚକା ପଡିଯାଇ ଏକ ଟ୍ରକ୍ ଚକା ତଳକୁ ଚାଲିଯାଇଥିଲା।

ଅଳ୍ପକେ ମୃତ୍ୟୁ ମୁଖରୁ ରକ୍ଷା ପାଇଥିଲେ ମଧ୍ୟ ତାଙ୍କର ଏକ ଗୋଡ ଚାରି ଖଣ୍ଡ ହୋଇଯାଇଛି।ଆହତଙ୍କ ନାମ ରାଜୁ ବୋଲି ସୂଚନା ମିଳିଛି।

  • 9
    Shares

Related Posts

About The Author

Add Comment