ଢେଙ୍କାନାଳ, ୦୮/୦୬ (ସନ୍ଧାନ ନିଉଜ) ଢେଙ୍କାନାଳ ଜିଲ୍ଲା ବିରାଶିଳସ୍ଥିତ ସରକାରୀ ବିମାନ ଟ୍ରେନିଂ ସେଣ୍ଟର୍ ରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ ଦୁଇ ଜଣ ବିମାନ ଚାଳକ ବିମାନ ଅଭ୍ୟାସ ବେଳେ କୈାଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣା ସ୍ଥଳରୁ ସେମାନଙ୍କୁ ବିରାଶାଳ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ପରେ ଡଃ ସେମାନଙ୍କୁ କାମାକ୍ଷାନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ସେଠି ଡଃ ସେମାନଙ୍କୁ ମୃତ ଘୋଷଣା କରିଥିଲେ ।
Report- Suvendu Behera