ମୟୂରଭଞ୍ଜ/୧୭/୦୫/- ବିଧବା ମହିଳାଙ୍କୁ ପ୍ରେମ କରି ଥାନାରେ ବାହାହେଲେ ରସିକିଆ ପ୍ରେମିକ. କଥାଟା ଶୁଣିବାକୁ ଅବାଗିୟା ଲାଗିଲେ ମଧ୍ୟ କଥାଟି ସମ୍ପୂର୍ଣ ସତ୍ୟ ମିଳିଥିବା ସୂଚନା ଅନୁଯାଇ ମୟୁରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ ଅନ୍ତର୍ଗତ କଳବାଡିଆ ଅଞ୍ଚଳର ମାନସ ପୁତି ବାରିପଦାରେ ରହି କୁଆଡେ କୋଚିଂ ନେଉଥିଲେ ସେହି ସମୟରେ ଦୁଇ ସନ୍ତାନ ଥିବା ଜଣେ ବିଧବା ନାରୀଙ୍କ ଙ୍କ ସହ ପ୍ରେମ ଗଢିଉଠିଥିଲା ଏବଂ ସେହିପ୍ରେମ ନିବିଡ଼ରୁ ନିବିଡ଼ତର ହେବା ସହ କଥା ଯାଇ ବେଡ଼ରୁମ ପର୍ଯ୍ୟନ୍ତ ପହଂଚିଥିଲା ,କିଛିଦିନ ପ୍ରେମ ବହୁତ ସୁନ୍ଦରଭାବେ ଚାଲିଥିଲା. ରସିକିଆ ପ୍ରେମିକର ପ୍ରେମ ପୁଣି ଏକ ଅନ୍ୟ ମହିଳାଙ୍କ ସହ ହେବାରୁ.. ବିଧବା ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ,ସେଠାରେ ପୋଲିସ ବିଧବାକୁ ଥାନାରେ ରଶିକିୟା ପ୍ରେମିକ ସହ ବିବାହ କରାଇଥିଲେ
ବିଧବା ମହିଳାଙ୍କୁ ପ୍ରେମକରି ଥାନାରେ ବାହାହେଲେ ରସିକିଆ ପ୍ରେମିକ
|
May 17, 2024 |
