Homeଜିଲ୍ଲା ପରିକ୍ରମାବାଲେଶ୍ବରବାହାନଗାରେ ବୁଲିଲା ଆଜାଦହିନ୍ଦ ସରକାରର ସଙ୍କଳ୍ପ ଯାତ୍ରାର ରଥ ବାହାନଗାରେ ବୁଲିଲା ଆଜାଦହିନ୍ଦ ସରକାରର ସଙ୍କଳ୍ପ ଯାତ୍ରାର ରଥ Manas Kumar Rout | October 29, 2018 | Spread the love11 11Shares ବାଲେଶ୍ୱର,୨୯/୧୦ (ସନ୍ଧାନ ନିୟୁଜ): ବାହାନଗା ବ୍ଲକରେ ଆଜାଦହିନ୍ଦ ସରକାରର ସଙ୍କଳ୍ପ ଯାତ୍ରାର ରଥ ବୁଲିଥିବାର ଦେଖିବାକୁ ମିଳିଥିଲା । “ଆସନ୍ତୁ ଏକାଠି ହେବା-ନେତାଜୀଙ୍କର ସ୍ୱପ୍ନରେ ଭାରତ ଗଢିବା” ର ନାରାବାଜି ଦେଇ କେନ୍ଦ୍ର ସରକାରଙ୍କ ସରକାରଙ୍କର ର ମାରଣ ନୀତି ଉପରେ ସମାଲୋଚନା କରି ଏହାର ରାଜ୍ୟ ସଚେତକ ଅନିରୁଦ୍ଧ ମଲ୍ଲିକ ବକ୍ତବ୍ୟ ରଖିଥିଲେ । ରାଷ୍ଟ୍ରକୁ ପରିବର୍ତ୍ତନ କରିବା ଆଶାରେ ଏହି ସଙ୍କଳ୍ପ ବୋଲି କହିଥିଲେ । ସବକାସାଥର ସ୍ଲୋକାଗାନ, ମୋଦିକଙ୍କର ଆଚ୍ଚେଦିନ ଆୟେଗାର କେବଳ ଖରାପଦିନ ଆୟେଗା ବୋଲ କହି ରଥପରିକ୍ରମା କରିଚାଲିଥିଲାା ନେତାଜୀଙ୍କର ନୀତି ଆଦର୍ଶ ଉପରେ ଚାଲିଲେ ଭାରତର ସାମ୍ବିଧାନୀକ, ସାମାଜିକ,ଅର୍ଥନୈତିକ ଓ ଗଣତାନ୍ତ୍ରୀକ ବ୍ୟବସ୍ଥା ସୁରକ୍ଷା କରାଯାିପାରିବ ବୋଲି କହିଥିଲେ । ଏହି ରଥ ବାହାନଗା ବ୍ଲକର ଗୋପାଳପୁର ଓ ବାହାନଗା ପ୍ରମୁଖ ସ୍ଥାନ ମାନଙ୍କରେ ପରିଭ୍ରମଣ କରିଥିବାର ଜଣାପଡ଼ିଛି । 11Shares Related Posts ଗାଈ ,ଗୋରୁ ଚାଲାଣ ସକ୍ରିୟ, ଦୁଇ ଜଣ ଗିରଫ June 16, 2021 | Sandhan News | ଅଧିକ ପଢନ୍ତୁ ମେକ୍ସିକୋରେ ୭.୫ ତୀବ୍ରତାର ଭୂମିକମ୍ପ – ୪ ଜଣଙ୍କର ମୃତ୍ୟୁ ଅନେକ କୋଠା ନଷ୍ଟ June 24, 2020 | Biswajit Parida | ଅଧିକ ପଢନ୍ତୁ ନଭେମ୍ବର ୧୮ରୁ ସଂସଦର ଶୀତକାଳୀନ ଅଧିବେଶନ October 21, 2019 | Sandhan News | ଅଧିକ ପଢନ୍ତୁ ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା – ୨୦୨୩ January 6, 2023 | Hemanta Bhainsa | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ମେକ୍ସିକୋରେ ୭.୫ ତୀବ୍ରତାର ଭୂମିକମ୍ପ – ୪ ଜଣଙ୍କର ମୃତ୍ୟୁ ଅନେକ କୋଠା ନଷ୍ଟ June 24, 2020 | Biswajit Parida | ଅଧିକ ପଢନ୍ତୁ