Homeଜିଲ୍ଲା ପରିକ୍ରମାବାଲେଶ୍ବରବାହାନଗାରେ ବୁଲିଲା ଆଜାଦହିନ୍ଦ ସରକାରର ସଙ୍କଳ୍ପ ଯାତ୍ରାର ରଥ ବାହାନଗାରେ ବୁଲିଲା ଆଜାଦହିନ୍ଦ ସରକାରର ସଙ୍କଳ୍ପ ଯାତ୍ରାର ରଥ Manas Kumar Rout | October 29, 2018 | Spread the love11 11Shares ବାଲେଶ୍ୱର,୨୯/୧୦ (ସନ୍ଧାନ ନିୟୁଜ): ବାହାନଗା ବ୍ଲକରେ ଆଜାଦହିନ୍ଦ ସରକାରର ସଙ୍କଳ୍ପ ଯାତ୍ରାର ରଥ ବୁଲିଥିବାର ଦେଖିବାକୁ ମିଳିଥିଲା । “ଆସନ୍ତୁ ଏକାଠି ହେବା-ନେତାଜୀଙ୍କର ସ୍ୱପ୍ନରେ ଭାରତ ଗଢିବା” ର ନାରାବାଜି ଦେଇ କେନ୍ଦ୍ର ସରକାରଙ୍କ ସରକାରଙ୍କର ର ମାରଣ ନୀତି ଉପରେ ସମାଲୋଚନା କରି ଏହାର ରାଜ୍ୟ ସଚେତକ ଅନିରୁଦ୍ଧ ମଲ୍ଲିକ ବକ୍ତବ୍ୟ ରଖିଥିଲେ । ରାଷ୍ଟ୍ରକୁ ପରିବର୍ତ୍ତନ କରିବା ଆଶାରେ ଏହି ସଙ୍କଳ୍ପ ବୋଲି କହିଥିଲେ । ସବକାସାଥର ସ୍ଲୋକାଗାନ, ମୋଦିକଙ୍କର ଆଚ୍ଚେଦିନ ଆୟେଗାର କେବଳ ଖରାପଦିନ ଆୟେଗା ବୋଲ କହି ରଥପରିକ୍ରମା କରିଚାଲିଥିଲାା ନେତାଜୀଙ୍କର ନୀତି ଆଦର୍ଶ ଉପରେ ଚାଲିଲେ ଭାରତର ସାମ୍ବିଧାନୀକ, ସାମାଜିକ,ଅର୍ଥନୈତିକ ଓ ଗଣତାନ୍ତ୍ରୀକ ବ୍ୟବସ୍ଥା ସୁରକ୍ଷା କରାଯାିପାରିବ ବୋଲି କହିଥିଲେ । ଏହି ରଥ ବାହାନଗା ବ୍ଲକର ଗୋପାଳପୁର ଓ ବାହାନଗା ପ୍ରମୁଖ ସ୍ଥାନ ମାନଙ୍କରେ ପରିଭ୍ରମଣ କରିଥିବାର ଜଣାପଡ଼ିଛି । 11Shares Related Posts ଭୋଜି ବନ୍ଦ କଲା ହିଂଜିଳିକାଟୁ ପ୍ରଶାସନ , ରାନ୍ଧିଥିବା ସାମଗ୍ରୀ ଘରକୁ ଘର ବଣ୍ଟନ May 21, 2021 | Sandhan News | ଅଧିକ ପଢନ୍ତୁ ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି August 11, 2026 | Manas Kumar Rout | ଅଧିକ ପଢନ୍ତୁ ଅନ୍ୟତ୍ର ବିବାହ କରି ମାଆ ଫେରାର ,ଭୋକରେ ଆଉଟୁ ପାଉଟୁ ଦୁଇ ଭାଇ October 16, 2019 | Sandhan News | ଅଧିକ ପଢନ୍ତୁ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ August 22, 2020 | Sandhan News | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ଭୋଜି ବନ୍ଦ କଲା ହିଂଜିଳିକାଟୁ ପ୍ରଶାସନ , ରାନ୍ଧିଥିବା ସାମଗ୍ରୀ ଘରକୁ ଘର ବଣ୍ଟନ May 21, 2021 | Sandhan News | ଅଧିକ ପଢନ୍ତୁ
ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି August 11, 2026 | Manas Kumar Rout | ଅଧିକ ପଢନ୍ତୁ