ବାଜି ରାଉତ’ ସ୍ମରଣିକା ଉନ୍ମୋଚିତ

Spread the love

ଭୁବନ, ୮/୧୦ (ସନ୍ଧାନ ନିୟୁଜ): ଭୁବନ ବ୍ଲକ ଅନ୍ତର୍ଗତ ନୀଳକଣ୍ଠପୁରରେ ସହିଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଛୋଟ ମୋର ଗାଁଟି ପକ୍ଷରୁ ‘ବାଜି ରାଉତ’ ସ୍ମରଣିକା ଉନ୍ମୋଚିତ ହୋଇଯାଇଛି। ସହିଦଙ୍କ ଜନ୍ମମାଟି ନୀଳକଣ୍ଠପୁରସ୍ଥିତ ସହିଦ ସ୍ତମ୍ଭ ନିକଟରେ ଅନୁଷ୍ଠାନ ପକ୍ଷରୁ ପ୍ରଥମେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।ପରେ ସ୍ମରଣିକା ଉନ୍ମୋଚିତ ହୋଇଥିଲା। ଏଥିରେ ଛୋଟ ମୋର ଗାଁଟି କମିଟିର ସମ୍ପାଦକ ଦେବବ୍ରତ ରାଉତ, ଉପଦେଷ୍ଟା ଭକ୍ତବତ୍ସଳ ମହାନ୍ତି, ସିଏସଡି ଓଡ଼ିଶାର ପ୍ରଦୀପ ସାହୁ, ସମାଜ ବିଜ୍ଞାନୀ ନିରାକାର ବେଉରା, ସ୍ଵାଧୀନତା ସଂଗ୍ରାମୀ ପରିବାରର ଦାୟଦ ରାମଚନ୍ଦ୍ର ଶୁକ୍ଳ, ପଣ୍ଡିତ ପ୍ରମୋଦ ମିଶ୍ର, ଚିତ୍ରଶିଳ୍ପୀ ନାରାୟଣ ସାହୁ, ସମାଜସେବୀ ମନୋଜ ଜେନା, ନରେଶ ଚନ୍ଦ୍ର ଜେନା, ପ୍ରଶାନ୍ତ କୁମାର ପୃଷ୍ଟି, ବଦ୍ରିନାରାୟଣ ଜେନା, ଅବିନାଶ ସାହୁ, ବିଳାସିନୀ ପୃଷ୍ଟି, ନିରଞ୍ଜନ ଖିଲାର, ସୌଭାଗ୍ୟ ରାଉତ, ଦେବାଶିଷ ନାୟକ, ମୃତ୍ୟୁଜୟ ଦେଓ, ସତ୍ୟବ୍ରତ ରାଉତ, ବାଜି ରାଉତ ସ୍ମୃତି ସଂସଦ ସଭାପତି କୋଦଣ୍ଡଧର ସାହୁ, ସହିଦ ବାଜି ରାଉତ ଙ୍କ ପୁତୁରା କୁଳମଣି ରାଉତ ଓ ତୃପ୍ତି ପାଠଗାରା ସଭାପତି ପୂର୍ଣ୍ଣ ଚନ୍ଦ୍ର ସାହୁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ,। ଗବେଷକ ମାନସ କୁମାର ରାଉତ, ସ୍ଵେଚ୍ଛାସେବୀ ଦୀପ୍ତିମୟ ନାୟକ, ମୃତ୍ୟୁଞ୍ଜୟ ଦେଓ, ଗୌତମ ପାତ୍ର, ସଞ୍ଜୟ ନାୟକ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ

Related Posts

About The Author

Add Comment