ବହୁ ପୁରାତନ ମର୍ଜିତାପୁର ହିଙ୍ଗୁଳା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ,,

Spread the love

ଜେନାପୁର ୦୬/୩/ ସନ୍ଧାନ ନ୍ୟୁଜ୍) ଧର୍ମଶାଳା ବ୍ଲକ ଅନ୍ତର୍ଗତ ମର୍ଜିତା ପୁର ମା ହିଙ୍ଗୁଳା ପୀଠରେ ବୁଧବାର ସନ୍ଧ୍ୟା ୬ ଘଟିକା ରେ ଚମ୍ପୀତ୍ରା ପାଟଣା ସ୍ତିତ ଅନନ୍ତ ଗୋପାଳ ଆଶ୍ରମ କମିଟିର ସମସ୍ତ କର୍ମକର୍ତ୍ତା ଙ୍କ ପ୍ରୟାସରେ ଆସନ୍ତା ଏପ୍ରିଲ ମାସ ରାମନବମୀରେ ହେବାକୁ ଥିବା ମା ହିଙ୍ଗୁଳା ଙ୍କ ବହୁ ପ୍ରସିନ୍ଧ ହିଙ୍ଗୁଳା ଯଜ୍ଞ ଏବଂ ଯାତ୍ରା ନିମନ୍ତେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି,ଏହି ପ୍ରସ୍ତୁତି ବୈଠକରେ ବାଲିଗରୀ,ଚଂମ୍ପିତ୍ରା ପାଟଣା,ସଠୁଆ ପାଟଣା,ଦାଣ୍ଡ ହରିପୁର, ତରାସ,ଦିହକଷ୍ଟି ମିଳିତ ଭାବେ ଏକତ୍ରିତ ହୋଇ ମା ଙ୍କ ହିଙ୍ଗୁଳା ଯାତ୍ରା କିପରି ବହୁ ଆଡମ୍ବର ଏବଂ ଶ୍ରୁଖଳୀତ ସହିତ ପାଳନ କରାଯିବ ସେଥିନିମନ୍ତେ ବିଭିନ୍ନ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଯାଇଥିଲା,ସୂଚନା ଥାଉକି ମର୍ଜିତପୂର୍ ହିଙ୍ଗୁଳା ରେ ଯାଜପୁର ଜିଲ୍ଲାର କୋଣ ଅନୁକୋଣରେ ଭକ୍ତ ଙ୍କ ସମାବେଗ ହେବା ସହିତ ଏକ ବିଶେଷ ଗଣପର୍ବ ର ପରିଚୟ ହାସଲ କରିଛି,ସଭାରେ ଉପସ୍ଥିତ ବରିଷ୍ଠ ବ୍ୟକ୍ତିତ୍ଵ ମାନେ ମହାମାୟୀ ମା ହିଙ୍ଗୁଳାଙ୍କ ଯାତ୍ରା ସୁଖମୟ ହେବ ବୋଲି ମା ଙ୍କୁ ସମବେତ ପର୍ଥାନା କରିଥିଲେ,ଏହି ସନ୍ଧ୍ୟା କାଳୀନ ସଭାରେ ମଜିତାପୁର ଅନ୍ତର୍ଗତ ଶ୍ରୀଯୁକ୍ତ ଭଗବାନ ପ୍ରଧାନ,ଶ୍ରୀଧର ପ୍ରଧାନ,ଆନନ୍ଦ ଓଝା,କୋଦଣ୍ଡ ପ୍ରଧାନ,ଭାରତ ଚନ୍ଦ୍ର ପ୍ରଧାନ ଏବଂ ଗୋକୁଳ ବିଶ୍ଵାଳ ଆଦି ସଭା ପରିଚାଳନା ଦାୟିତ୍ଵ ନେଇ ଥିଲେ,ଏବଂ ଏହି ସଭାରେ ଅଭିରାମ ପ୍ରଧାନ,ଗୌରାଙ୍ଗ ସାହୁ,କବିନ୍ଦ୍ର ପ୍ରଧାନ,ବନମାଳୀ ପ୍ରଧାନ,ଅମୂଲ୍ୟ ରାଉତ,ଆନନ୍ଦ ଚନ୍ଦ୍ର ପ୍ରଧାନ,ଗଗନ ମହାନ୍ତି,ସୁନିଲ ସାହୁ,ରଞ୍ଜନ ଦାସ,ଅଜୟ ବାରିକ, ଅଜୀ ବିଶ୍ଵାଳ,ଲଳିତ ମୋହନ ପ୍ରଧାନ,ପ୍ରକାଶ ପ୍ରଧାନ,ଭାରତ ଜେନା,ଦୀପକ ପ୍ରଧାନ,ଅଜୟ ବାରିକ,ହାଡିବନ୍ଧୁ ଜଟ,ପ୍ରଶାନ୍ତ ସ୍ୱାଇଁ,ଗୋପୀ ସ୍ୱାଇଁ,ଦିଲ୍ଲୀପ ମଲ୍ଲିକ,ବାବନ ମଲିକ ଏବଂ ଶତାଧିକ ଅଚଳ ବାସୀ ଆଲୋଚନାରେର ମୁଖ୍ୟ ଭୂମିକା ଅସଂ ଗ୍ରହଣ କରିଥିଲେ,ଏହି ସଭାର ନିଷ୍ପତି ଅନୁସାରେ ଆସନ୍ତା ଶୁକ୍ରବାର ଅପରାହ୍ନ ୫ ଘଟିକା ସମୟରେ ସାଥୁଆ ପାଟଣା ସତ୍ୟ ସାଇ ମନ୍ଦିର ପ୍ରାଙ୍ଗଣ ରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରସ୍ତୁତି ସାଧରଣ ସଭା ହେବ ନିମନ୍ତେ ସ୍ତିର ହେବା ସହିତ ଏହି ସଭାକୁ ବହୁସଂଖ୍ୟାରେ ଉପସ୍ଥିତ ରହିବା ନିମନ୍ତେ ଉପଦେଷ୍ଟା ମାନଙ୍କର ଆଦେଶ ଅଛି।

Related Posts

About The Author

Add Comment