ବଲାଙ୍ଗିରର ସେହ୍ନଲତା ଛତ୍ରିଆଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପ୍ରତିବାଦ ସଭା

Spread the love
  • 13
    Shares

ଚଣ୍ଡିଖୋଲ (ସନ୍ଧାନ ନିୟୁଜ୍/ମାନସ ରାଉତ) ବଲାଙ୍ଗିରିର ଜଣେ ଝିଅଙ୍କ ଉପରେ ୨୦୧୫ରେ ହୋଇଥିବା ପାଶବିକ ଅତ୍ୟାଚାର ଓ ହତ୍ୟା ଘଟଣା ଏକ ପ୍ରତିବାଦ ସଭା ଚଣ୍ଡିଖୋଲ ଛକସ୍ଥିତ ବୁଦ୍ଧମୂର୍ତ୍ତି ନିକଟରେ ୂଳନିବାସୀ ଛାତ୍ର ଓ ଯୁବ ସାମୁଖ୍ୟପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ତାଙ୍କ ଉପରେ ହୋଇଥିବା ପାଶିବିକ ଅତ୍ୟାଚାର ଏବଂ ବିଭସô ହତ୍ୟା ଘଟଣାର ଉଦହାରଣ ଦେଇ ଓଡିଶାରେ ଝିଅ ଏବଂ ମହିଳା ମାନେ ଆଉ ସୁରକ୍ଷିତ ନୁହନ୍ତି ବୋଲି ମତବ୍ୟକ୍ତ କରିବା ସହିତ ଏହାର ସିବିଆଇ ତଦନ୍ତ ଦାବି କରିଥିଲେ । ଏହାକୁ ଭଗତ ଚନ୍ଦ୍ର ଦାସ, ବିଭୁତି ମଲ୍ଲିକ, ଚିନ୍ମୟୀ ମଲ୍ଲିକ, ନିରଞ୍ଜନ ଗୋଚ୍ଛାୟତ, ପ୍ରମୁଖଙ୍କ ସମେତ ବହୁ ଛାତ୍ର ଏବଂ ଯୁବକ ଉପସ୍ଥିତ ରହି ଏହା ଉପରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ତୁରନ୍ତ ହତ୍ୟାକରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଥିଲେ ।

  • 13
    Shares

Related Posts

About The Author

Add Comment