ବରୀ ବିଧାୟିକା ସୁନନ୍ଦା ଦାସ ବନ୍ୟା ବିପନ୍ନଙ୍କ ପାଖରେ ପହଁଞ୍ଚôଲେ

Spread the love
  •  
  •  
  •  
  •  
  •  

ଯାଜପୁର ସଦର,୧୬ା୦୯: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତ କଣ୍ଡିଆରେ ହୋଇଥିବା ଘାଇରେ ପ୍ରଭାବିତ ବନ୍ୟାରେ ପ୍ରଭାବିତ ହୋଇଥିବା ବନ୍ୟା ବିପନ୍ନ ମାନଙ୍କୁ ବିଧାୟିକା ଭେଟିବା ସହିତ ସେମାନେ ରହିଥିବା ବନ୍ଧଡିହ ଏମଇ ସ୍କୁଲ ନିକଟରେ ବିଧାୟିକା ପହଁଞ୍ଚô ଶୁଖିଲା ଖାଦ୍ୟ ବିସ୍କୁଟ ଦେବା ସହିତ ରନ୍ଧାଖାଦ୍ୟ ପାଇଁ ଶ୍ରୀମତୀ ବିଧାୟିକା ପଂଚାୟତ ଦାୟିତ୍ୱରେ ଥିବା ଚିତ୍ତରଂଜନ ମହାନ୍ତିଙ୍କୁ ଦାୟିତ୍ୱ ଦେଇଥିଲେ । ବନ୍ୟା ବିପନ୍ନ ପରିବାରକୁ କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ପାଲ ଦେବାଲାଗି ଶ୍ରୀମତୀ ଦାସ ବ୍ଲକ୍ ପ୍ରଶାସନକୁ ନିଦେ୍ର୍ଦଷ ଦେଇଥିଲେ । ବରୀ ନିର୍ବାଚନ ମଣ୍ଡଳୀ ବିଜେଡ଼ି ପଥପ୍ରଦର୍ଶକ ବରିଷ୍ଟ ରାଜନେତା ଦେବେନ୍ଦ୍ର ଦାସ ଘଟଣା ସ୍ଥଳରେ ପହଁଞ୍ଚôଥିଲେ । ତୁରନ୍ତ ବିପନ୍ନ ମାନଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇଦେବା ଲାଗି ବିଧାୟିକାଙ୍କ ପ୍ରତିନିଧି ପ୍ରତିଶୃତି ଦେଇଥିଲେ । ଏହି ପଂଚାୟତର ବରିଷ୍ଠ ବିଜେଡ଼ି ସଭ୍ୟ ବିକ୍ରମ କୁମାର ନାୟକ, ଚିତ୍ତରଂଜନ ମହାନ୍ତି ଓ ବନ୍ଧଡିହ ପଂଚାୟତର ବହୁ ବିଜେଡ଼ି କର୍ମୀ ଯୋଗଦେଇଥିବା ବେଳେ, ବନ୍ଧଡିହ ପଂଚାୟତର ସଭାପତି ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।

Related Posts

About The Author

Add Comment