ପ୍ରକାଶ ପାଇଲା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା

Spread the love
  •  
  •  
  •  
  •  
  •  

ଭୁବନେଶ୍ୱର,(ସନ୍ଧାନ ନିୟୁଜ):ବହୁ ମାନସ ମନ୍ଥନ ଓ କଳ୍ପନାଜଳ୍ପନା ପରେ ପ୍ରକାଶ ପାଇଲା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା । ଚାନ୍ଦବାଲିରୁ ଲଢିବେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ପୁଣି ଥରେ ସମ୍ବଲପୁରରୁ ଲଢିବେ ଜୟନାରାୟଣ ମିଶ୍ର । ସାଂସଦ ସୁରେଶ ପୂଜାରୀ ବ୍ରଜରାଜନଗରରୁ ବିଧାନସଭା ନିର୍ବାଚନ ଲଢିବେ ।

ତଳସରା- ଭବାନୀଶଙ୍କର ଭୋଇ
ସୁନ୍ଦରଗଡ- କୁସୁମ ଟେଟେ
ବୀରମିତ୍ରପୁର- ଶଙ୍କର ଓରାମ
ରଘୁନାଥପାଲି- ଦୁର୍ଗା ଚରଣ ତନ୍ତି
ରାଜଗାଙ୍ଗପୁର- ନରସିଂହ ମିଞ୍ଜ
ବଣାଇ- ସେବତୀ ନାଏକ
କୁଚିଣ୍ଡା- ରବି ନାରାୟଣ ନାଏକ
ରେଙ୍ଗାଲି- ନାଉରୀ ନାଏକ
ରେଢାଖୋଲ- ଦେବେନ୍ଦ୍ର ମହାପାତ୍ର
ଦେବଗଡ- ସୁବାସ ପାଣିଗ୍ରାହୀ
ଆନନ୍ଦପୁର- ଆଲୋକ ସେଠୀ,
କେନ୍ଦୁଝର- ମୋହନ ମାଝୀ
ଯଶୀପୁର- ଗଣେଶରାମ ସିଂ ଖୁଣ୍ଟିଆ
ଉଦଳା- ଭାସ୍କର ମଢ଼େଇ
ବଡ଼ସାହି- ସନାତନ ବିଜୁଳି
ବାରିପଦା- ପ୍ରକାଶ ସୋରେନ
ମୋରଡ଼ା- କୃଷ୍ଣଚନ୍ଦ୍ର ମହାପାତ୍ର,
ଜଳେଶ୍ବର- ବ୍ରଜ ପ୍ରଧାନ
ବାଲେଶ୍ବର- ମାନସ ଦତ୍ତ,
ରେମୁଣା- ଗୋବିନ୍ଦ ଦାସ
ସୋର- ରାଜେନ୍ଦ୍ର ଦାସ
ସିମୁଳିଆ- ପଦ୍ମଲୋଚନ ପଣ୍ଡା
ଭଦ୍ରକ- ସୀତାଂଶୁ ଶେଖର ମହାପାତ୍ର
ଧାମନଗର- ସୂର୍ଯ୍ୟବଂଶୀ ସୂରଜ
ବିଂଝାରପୁର- ବବିତା ମଲ୍ଲିକ
ବଡ଼ଚଣା- ଅମର ନାୟକ
ଧର୍ମଶାଳା- ସ୍ମୃତିରେଖା ପହ
ଯାଜପୁର- ଗୌତମ ରାୟ
କୋରେଇ- ଆକାଶ ଦାସ ନାୟକ
ସୁକିନ୍ଦା- ପ୍ରଦୀପ ବଳସାମନ୍ତ
ଢେଙ୍କାନାଳ- କୃଷ୍ଣଚନ୍ଦ୍ର ପାତ୍ର
କାମାକ୍ଷାନଗର- ଶତୃଘ୍ନ ଜେନା
ପରଜଙ୍ଗ- ବିଭୁତି ଭୂଷଣ ପ୍ରଧାନ
ପାଲଲହଡ଼ା- ଅଶୋକ ମହାନ୍ତି
ତାଳଚେର- କାଳିନ୍ଦୀ ସାମଲ,
ଛେଣ୍ଡିପଦା- ଅଗସ୍ତୀ ବେହେରା
ଆଠମଲ୍ଲିକ- ସଂଜୀବ ସାହୁ
ବୀରମହାରାଜପୁର- ରଘୁନାଥ ଜଗଦଳା
ସୋନପୁର- ପ୍ରମୋଦ ମହାପାତ୍ର
ଲୋଇସିଂହା- ମୁକେଶ ମହାଲିଙ୍ଗ
ବଲାଙ୍ଗିର- ଗୋପାଳଜୀ ପାଣିଗ୍ରାହୀ
ଟିଟିଲାଗଡ଼- ନବୀନ ଜୈନ
କଣ୍ଟାବାଂଜି- ଲକ୍ଷ୍ମଣ ବାଗ
ନୂଆପଡ଼ା- ଅଭିନନ୍ଦନ ପଣ୍ଡା
ଖଡ଼ିଆଳ- ହିତେଶ ବଗର୍ତ୍ତୀ
ଉମରକୋଟ- ନିତ୍ୟାନନ୍ଦ ଗଣ୍ଡ
ନବରଙ୍ଗପୁର- ଗୌରୀଶଙ୍କର ମାଝୀ
ଲାଞ୍ଜିଗଡ଼- ରମେଶ ମାଝୀ
ଜୁନାଗଡ଼- ମନୋଜ ମେହେର
ଧର୍ମଗଡ଼- ସୁଧୀର ପାଟ୍ଟଯୋଶୀ

Related Posts

About The Author

Add Comment