ପୁରୀରେ ସାମ୍ବାଦିକଙ୍କୁ ଟ୍ରାଫିକ ପୋଲିସର ଆକ୍ରମଣ
ପୁରୀ,୮/୪/(ସନ୍ଧାନ ନିୟୁଜ) : ଆଜି ସନ୍ଧ୍ୟା ଶ୍ରୀ ମନ୍ଦିର ନିକଟରେ ଧରିତ୍ରୀ ଖବର କାଗଜର ଫୋଟୋ ସାମ୍ବାଦିକ ଟୁକୁଲା ମହାନ୍ତି ଚିତ୍ର ଉତଳନ କରୁଥିବା ସମୟରେ ସେଠାରେ କାର୍ଯ୍ୟ ରତ ଥିବା ଟ୍ରାଫିକ ପୋଲିସଙ୍କ ସହ ଗାଡ଼ି ପାର୍କୀଙ୍ଗ କୁ ନେଇ ଫୋଟୋ ସାମ୍ବାଦିକ ଙ୍କୁ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲେ। ଆକ୍ରମଣରେ ଫୋଟୋ ସାମ୍ବାଦିକ ଗୁରୁତର ଆହତ ହୋଇଥିଲେ। ଏ ନେଇ ଫୋଟୋ ସାମ୍ବାଦିକଙ୍କ ପକ୍ଷୀୟରୁ ସିଂଘଦୁଆର ଥାନା ରେ ଏତଲା ଦିଆଯାଇଛି
Related Posts
About The Author