ପାରାଦୀପ ବନ୍ଦର ପକ୍ଷରୁ ସତର୍କତା ସଚେତନତା ସପ୍ତାହ ଉଦ୍ଘାଟିତ

Spread the love

ମଙ୍ଗଳବାର ଦିନ ପୂର୍ବାହ୍ନରେ ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ଉଦ୍ଘାଟିତ ହୋଇଯାଇଛି I ପାରାଦୀପ ବନ୍ଦରର ଅଧକ୍ଷ ପି .ଏଲ.ହରନାଦ ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ କୋଭିଡ-19 GUIDELINE ପାଳନ ସହିତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବନ୍ଦରର ଅଧ୍ୟକ୍ଷ ବନ୍ଦରର ଅଧିକାରୀ ଓ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ I

Related Posts

About The Author

Add Comment