ନା’ ବାଳିକା ବିକୃତ ମସ୍ତିସ୍କ ବାଳିକା ଙ୍କୁ ଯାଜପୁର ସଦର ପୋଲିସ ସହାୟତାରେ ନୂଆ ଆଲୋକ ଥଇଥାନ କଲା

Spread the love
  •  
  •  
  •  
  •  
  •  

ଯାଜପୁର, ୦୬/୦୪/୨୧ (ସନ୍ଧାନ ନିଉଜ) : ବରୁଆଁ ଛକ ଠାରେ ଏକ ମାନସିକ ବିକୃତ ବାଳିକା ସସ୍ମିତା ସାହୁ, (୧୭)ପିତା- ଦିଲ୍ଲିପ ସାହୁ, ଗ୍ରାମ- ରାଜକୁଣ୍ଡ, ଭଞ୍ଜନଗର ରୁ କୈାଣସି ପ୍ରକାରେ ଆସି ବୁଲୁଥିବାର ନୂଆ ଆଲୋକ ଅନୁଷ୍ଠାନ ଖବର ପାଇବା ପରେ ଅନୁଷ୍ଠାନ ତରଫରୁ ଜନ୍ମେଜୟ ମହାନ୍ତି, ସନାତନ ବରାଲ, ଗଣେଷ ସାହୁ , ବବିଦାସ ପ୍ରମୁଖ ବରୁଆଁ ଛକରେ ପହଂଚି ଏକ୍ତ ବାଳିକାକୁ ଉଦ୍ଧାର କରି ତାଠାରୁ ସମସ୍ତ ବିଷୟରେ ଅବଗତ ହୋଇଥିଲେ । ଏହା ପରେ ଯାଜପୁର ସଦର ଥାନା ଅଧିକାରୀ ବଂଶୀଧର ବେହେରାଙ୍କୁ ଅବଗତ କରାଇବା ପରେ ଶ୍ରୀଯୁକ୍ତ ବେହେରାଙ୍କ ସହାୟତାରେ ନୂଆ ଆଲୋକ ଅନୁଷ୍ଠାନ ଉକ୍ତ ବାଳିକାକୁ ଛତିଆସ୍ଥିତ ଜରାଶ୍ରମରେ ପୋଲିସ ସହାୟତାରେ ଛାଡିଥିବାର ଜଣା ପଡିଛି । ତେବେ ଉକ୍ତ ବାଳିକା କହିବା ଅନୁସାରେ ସେ ୧୦ ଶ୍ରେଣୀରେ ପଢୁଥିବାର ଜଣା ପଡିଛି । ତେବେ ଅନ୍ୟ ପକ୍ଷରେ ବାଳିକାର କଥା ଅନୁସାରେ ସେ ଜଣେ ନା ବାଳିକା ବୋଲି କୁହା ଯାଉଥିଲେ ବି ତାହା କେତେ ଦୂର ସତ ତାହା ସନେ୍ଦହ ଘେରରେ ଓ ସମୟ କହିବ । ଉପରୋକ୍ତ ଠିକଣା ଅନୁସାରେ ଯଦି କେହି ବାଳିକାଟିର ଆତ୍ମିୟଙ୍କ ସହ ଯୋଗାଯୋଗ କରି ପାରନ୍ତି ତେବେ ମୋବାଇଲ ନମ୍ବର (୭୯୭୮୨୯୫୦୯୭) ରେ ଜଣାଇବାକୁ ନୂଆ ଆଲୋକ ସଭାପତି ଶରତ କୁମାର ଜେନା ଜଣାଇଛନ୍ତି ।

Related Posts

About The Author

Add Comment