ନକଲି ଶ୍ରମ ଅଧିକାରୀ ଗିରଫ

Spread the love
ରାଉରକେଲା, ୧୧/୦୪ (ସନ୍ଧାନ ନିୟୁଜ) : କୋରୋନା ସଂକ୍ରମଣ ରୋକିବାକୁ ଦେଶବ୍ୟାପି ଲକଡାଉନ ଜାରି । ଆଉ ଏଭଳି ସଙ୍କଟ ସମୟରେ ଗରିବଙ୍କୁ ଲୁଟିବା ପାଇଁ ପଛାଉନାହାନ୍ତି ଶିକ୍ଷିତ ଠକ । ନିଜକୁ ଲେବର ଅଫିସର ପରିଚୟ ଦେଇ ଲେବର କାର୍ଡ କରିବା ଓ ଏହାର ନବୀକରଣ କହି ଟଙ୍କା ଠକିଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ରାଉରକେଲା ପ୍ଲାଣ୍ଟ ସାଇଟ ପୋଲିସ । ତାଙ୍କ ନାଁ କୈଳାସ ଚନ୍ଦ୍ର ବାରିକ ।ପୋଲିସ କୈଳାଶଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ନଗଦ 3 ହଜାର  ଟଙ୍କା, ଶ୍ରମିକ କାର୍ଡ, ଆଧାର କାର୍ଡ ବ୍ୟାଙ୍କ ପାସବୁକ ଆଦି ଜବତ କରିଛନ୍ତି । Report- S Nayak

Related Posts

About The Author

Add Comment