Homeଜିଲ୍ଲା ପରିକ୍ରମାକଟକଦେବୀ ନଦୀରୁ ମୃତଦେହ ଉଦ୍ଧାର , କାଠଯୋଡ଼ି ପୋଲରୁ ଡ଼େଇଁପଡ଼ିଥିବା ଦେବବ୍ରତଙ୍କ ବୋଲି ସନ୍ଦେହ ଦେବୀ ନଦୀରୁ ମୃତଦେହ ଉଦ୍ଧାର , କାଠଯୋଡ଼ି ପୋଲରୁ ଡ଼େଇଁପଡ଼ିଥିବା ଦେବବ୍ରତଙ୍କ ବୋଲି ସନ୍ଦେହ Sandhan News | October 16, 2019 | Spread the love କଟକ, ୧୬/୧୦ (ସନ୍ଧାନ ନିଉଜ) : ରାହାମା ନିକଟ ଦେବୀ ନଦୀରୁ ବୁଧବାର ଏକ ଅଚିହ୍ନା ମୃତଦେହ ମଳିଥିବା ଜଣାପଡ଼ିଛି। ଉକ୍ତ ମୃତଦେହଟି କାଠଯୋଡ଼ି ପୋଲରୁ ନଦୀରୁ ଡ଼େଇଁପଡ଼ିଥିବା ଦେବବ୍ରତଙ୍କ ମୃତଦେହ ବୋଲି ସନ୍ଦେହ କରାଯାଉଛି। ଏଯାବତ ମୃତଦେହ ଚିହ୍ନଟ ହୋଇନଥିବାରୁ ତାହା ଦେବବ୍ରତଙ୍କ ମୃତଦେହ ବୋଲି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। Related Posts ଏନପିପିଏଫ ଜାରି କରିଛି ମାଓ କାର୍ଯ୍ୟକଳାପ ଉପରେ ଏକ ପ୍ରେସ ବିଜ୍ଞପ୍ତି February 3, 2021 | Sandhan News | ଅଧିକ ପଢନ୍ତୁ ବିଶ୍ୱକପ୍: ବାଂଲାଦେଶକୁ ୨୮ ରନ୍ରେ ହରାଇ ସେମିଫାଇନାଲରେ ଭାରତ, ବୁମରାଙ୍କୁ ୪ ଓ୍ଵିକେଟ୍ July 2, 2019 | Sandhan News | ଅଧିକ ପଢନ୍ତୁ ଫାଶିମାଳ ସେବା ସମବାୟ ସମିତି ସଭ୍ୟ ସଭ୍ୟାଙ୍କ ପ୍ରଶିକ୍ଷଣ ଶିବିର December 2, 2024 | Hemanta Bhainsa | ଅଧିକ ପଢନ୍ତୁ ଐତିହ୍ୟର ଗନ୍ତାଘର ନନ୍ଦପୁର February 21, 2022 | Sandhan News | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ଏନପିପିଏଫ ଜାରି କରିଛି ମାଓ କାର୍ଯ୍ୟକଳାପ ଉପରେ ଏକ ପ୍ରେସ ବିଜ୍ଞପ୍ତି February 3, 2021 | Sandhan News | ଅଧିକ ପଢନ୍ତୁ
ବିଶ୍ୱକପ୍: ବାଂଲାଦେଶକୁ ୨୮ ରନ୍ରେ ହରାଇ ସେମିଫାଇନାଲରେ ଭାରତ, ବୁମରାଙ୍କୁ ୪ ଓ୍ଵିକେଟ୍ July 2, 2019 | Sandhan News | ଅଧିକ ପଢନ୍ତୁ
ଫାଶିମାଳ ସେବା ସମବାୟ ସମିତି ସଭ୍ୟ ସଭ୍ୟାଙ୍କ ପ୍ରଶିକ୍ଷଣ ଶିବିର December 2, 2024 | Hemanta Bhainsa | ଅଧିକ ପଢନ୍ତୁ