ଦୁଇଟି ଗଞ୍ଜେଇ ଭର୍ତି ସ୍କର୍ପିଓ ଗାଡ଼ି ଜବତ, ଅଭିଯୁକ୍ତ ଗାଡ଼ି ଛାଡି ଫେରାର

Spread the love

ସୁନ୍ଦରଗଡ ତା:୨୦/୭/୨୦୨୬( ସନ୍ଧାନ ନ୍ୟୁଜ) ଲେଫ୍ରୀପଡ଼ା ଥାନା ଅନ୍ତର୍ଗତ ବୈଳମା ଗ୍ରାମ ନିକଟରୁ ଦୁଇଟି ଗଞ୍ଜେଇ ଭର୍ତି ସ୍କର୍ପିଓ ଏନଡିପିଏସ ଆକଟ ରେ ଜବତ କରିଥିବା ସୂଚନାମିଳିଛି । ସ୍କର୍ପିଓ ଗାଡ଼ି ଓଡ଼ି ୦୨ବିକ୍ୟୁ ୫୩୮୭ ଓ ଅନ୍ୟ ଗାଡ଼ି ଇଉପି ୩୩ ଏଜେ ୯୭୮୬ ଗାଡ଼ି କୁ ଜବତ କରିବା ସହ ଗାଡ଼ିରେ ଥିବା ୭୪ କିଲୋଗ୍ରାମ ଜବତ କରିଥିବା ସୂତ୍ରରୁ ପ୍ରକାଶ । ଗାଡ଼ିକୁ ପୋଲିସ ପିଛା କରୁଥିବା ଜାଣି ଅଭିଯୁକ୍ତ ଜଙ୍ଗଲ ମଝିରେ ଗାଡ଼ି ଛାଡି ଫେରାର ମାରିଥିବା ବେଳେ ପୋଲିସ ତାର ତଦନ୍ତ କରିବାରେ ଲାଗିଥିବା ଜଣାପଡିଛି ।

Related Posts

About The Author

Add Comment