ଦିବା ରାତ୍ରୀ ଭଲି ବଲ ଟୁନାମେଟ ଅନୁଷ୍ଠିତ

ଧର୍ମଶାଳା, ୧୮/୨/୨୦ (ସନ୍ଧାନ ନିଉଜ) : ଧର୍ମଶାଳା ବ୍ଳକ ଦେଓଦା ପଞ୍ଚାଯତ ବଳଦେବଜୀଉ ବିଦ୍ୟାଳୟ ପରିସର ରେ ଥିବା ଖେଳ ପଡିଆରେ ବଳଦେବଜୀଉ ଯୁବକ ସଂଘ ର ସଭାପତି ଜୟନ୍ତ ମହାରଣା ଓ ସମ୍ପାଦକ ଲଳିତ ନାଥ ଓ ସମସ୍ତ ମେମ୍ବର ମାନଙ୍କ ଦ୍ବାରା
ଏକ ଦିବା ରାତ୍ରୀ ଭଲି ବଲ ଟୁନାମେଟ ଅନୁଷ୍ଠିତ ହୋଇଯାଇଛି ଏହି ଟୁନାମେଟ ବ୍ଳକସ୍ତରିଅ 8ଦଳ ମଧ୍ୟରେ ହୋଇଯାଇଛି ଫାଇନାଲରେ ପ୍ରଗତି ସ୍ପୋଟିଂ ମୁଗୁପାଳ ଓ ବନମାଳି ପୁର ମଧ୍ୟରେ ତିବ୍ର ପ୍ରତିଯୋଗିତା ହୋଇଥିଲା ଏହି ପ୍ରତିଯୋଗିତା ରେ ବନମାଳି ପୁର କୁ 25-20,22-25,25-23,21-25,25-23 ସେଟ୍ ରେ ମୁଗୁପାଳ ପରାସ୍ତ କରିଥିଲା । ମୁଖ୍ୟ ଅତିଥି ଭାବେ ହିମାଂଶୁ ଶେଖର ସାହୁ, ଅଖୟ କୁମାର ସାହୁ ଓ ପଞ୍ଚାଯତ ସରପଞ୍ଚ ଯୋଗ କୃତି ପ୍ରତି ଯୋଗି ଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ଧର୍ମଶାଳା ରୁ ତ୍ରିଲୋଚନ ପାଣି ଙ୍କ ରିପୋଟର୍ ସନ୍ଧାନ ନିଉଜ ।

Related Posts

About The Author

Add Comment