ଡଙ୍ଗା ଭସାଇବା ବେଳେ ନଦୀରେ ବୁଡି ଛାତ୍ରଙ୍କ ମୃତ୍ୟୁ

Spread the love

ରାୟଗଡା, ୧୨/୧୧ (ସନ୍ଧାନ ନିଉଜ) : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ଦେଶର ବିଭିନ୍ନ ନଦୀ ହ୍ରଦରେ ବୋଇତ ବନ୍ଦାଣ ଉତ୍ସବ ଆନନ୍ଦ ଉଲ୍ଲାସରେ ପାଲିତ ହେଉଥିବା ବେଳେ ରାୟଗଡା ଅଞ୍ଚଳରେ ଡଙ୍ଗା ଭସାଇବା ବେଳେ ନଦୀରେ ବୁଡି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା  ସୁଚନା ମିଳିଛି । ମୃତ ଛାତ୍ର ରାୟଗଡା ନାଗାବଳୀ ନଦୀରେ ଡଙ୍ଗା ଭସାଇବା ବେଳେ ନଦୀରେ ବୁଡି ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକ ମନିଗୁଡା ଅଞ୍ଚଳର ସୁମନ ବେହେରା ବୋଲି ସୁଚନା ମିଳିଛି ।

Related Posts

About The Author

Add Comment