ଜଖପୁରା, ୧୧/୧୨, ( ସନ୍ଧାନ ନିଉଜ୍) ଯାଜପୁର ଜିଲ୍ଲା କଳିଙ୍ଗ ନଗର ଯଖପୁରା ଥାନା ଅନ୍ତର୍ଗତ ଯଖପୁରା ସାଇଜର ବିଲଡିଂ ସମୁଖରେ darcel logistic ର ଟଲର ସହ ବୁଲେଟ ଗାଡିର ମୁହଁ ମୁହିଁ ଧକାରେ ଦୁଇ ବୁଲେଟ ଚାଳକ ନିମପଲି ଗ୍ରାମର ହାପି ମୁଦୁଲି ଓ ସତ୍ୟବ୍ରତ ମୁଦୁଲି ମୃତ ହୋଇଥିବା ବେଳେ ଓ ଜଣେ ଜିତୁ ଚକ୍ର ଗୁରୁତର ଥିବା ଜଣା ପଡିଛି ଘଟଣା ସ୍ଥଳେ ଖବର ପାଇ ଯଖପୁରା ପୋଲିସ ପହଂଚି ଦୁର୍ଘଟଣା କରିଥିବା ଗାଡିକୁ ଜବତ କରିବା ସହିତ ମୃତକ ଙ୍କୁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ଏବଂ ଆହତ ଥିବା ବ୍ୟକ୍ତି ଜଣଙ୍କ ଏବେ ଚିକିତ୍ସା ଧୀନ ଅବସ୍ଥାରେ ଅଛନ୍ତି
ଟ୍ରଲର ସହ ବୁଲେଟ୍ ର ମୁଁହାମୁହିଁ ଧକ୍କା ୨ ମୃତ ଜଣେ ଗୁରୁତର
|
December 12, 2020 |


